୧୪-୨୦ ସେପ୍ଟେମ୍ବର
ଯାତ୍ରା ପୁସ୍ତକ ୨୫-୨୬
ଗୀତ ୧୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ପବିତ୍ର ତମ୍ବୁରେ ସିନ୍ଦୁକର ଭୂମିକା”: (୧୦ ମି.)
ଯାତ୍ରା ୨୫:୯—ଯିହୋବା କହିଲେ ଯେ ନିୟମ-ସିନ୍ଦୁକକୁ କିପରି ଭାବେ ତିଆରି କରାଯିବ (ଇନସାଇଟ୍-୧ ପୃ ୧୬୫)
ଯାତ୍ରା ୨୫:୨୧—ସାକ୍ଷ୍ୟପତ୍ରକୁ ନିୟମ-ସିନ୍ଦୁକରେ ରଖାଯାଉଥିଲା (ପ୍ର୦୬-ହି ୪/୧୫ ପୃ ୩୦ ¶୪)
ଯାତ୍ରା ୨୫:୨୨—ନିୟମ-ସିନ୍ଦୁକ ଯିହୋବାଙ୍କ ଉପସ୍ଥିତିକୁ ଦର୍ଶାଉଥିଲା (ପ୍ର୯୬-ହି ୭/୧ ପୃ ୯ ¶୬)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଯାତ୍ରା ୨୫:୨୦—ସିନ୍ଦୁକର ଢାଙ୍କୁଣି ଉପରେ କିରୂବମାନଙ୍କୁ କିଭଳି ଭାବେ ନିର୍ମିତ କରାଯାଇଥିଲା ଏବଂ ହୁଏତ କାହିଁକି ? (ଇନସାଇଟ୍-୧ ପୃ ୪୩୨ ¶୧)
ଯାତ୍ରା ୨୫:୩୦—ଦର୍ଶନୀୟ ରୋଟୀ କʼଣ ଥିଲା ? (ଇନସାଇଟ୍-୨ ପୃ ୯୩୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଯାତ୍ରା ୨୫:୨୩-୪୦ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା: ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ପ୍ରଚାରକ କିପରି ଭାବେ ପ୍ରେମ ଓ ସହାନୁଭୂତି ଦେଖାଇଲେ ? ଆପଣ ପ୍ରଚାରକଙ୍କ ଜାଗାରେ ଥିଲେ, ଶିକ୍ଷା ଉପକରଣ ବକ୍ସରୁ କୌଣସି ପ୍ରକାଶନ ବିଷୟରେ କିପରି କହନ୍ତେ ?
ପୁନଃସାକ୍ଷାତ: (୩ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୮)
ପୁନଃସାକ୍ଷାତ: (୫ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ସଂଗଠନକୁ ମିଳିଥିବା ସଫଳତା: (୫ ମି.) ସେପ୍ଟେମ୍ବର ମାସର ସଂଗଠନକୁ ମିଳିଥିବା ସଫଳତା ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ଆବଶ୍ୟକତା: (୧୦ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୮ ¶୨୦-୨୬, ପୃ ୧୧୪-୧୧୭
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୬୩ ଏବଂ ପ୍ରାର୍ଥନା