ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ସେପ୍ଟେମ୍ବର ପୃଷ୍ଠା ୪
  • ପବିତ୍ର ତମ୍ବୁରେ ସିନ୍ଦୁକର ଭୂମିକା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପବିତ୍ର ତମ୍ବୁରେ ସିନ୍ଦୁକର ଭୂମିକା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • “ଆଗାମୀ ଉତ୍ତମ ଉତ୍ତମ ବିଷୟର ଛାୟା ସ୍ୱରୂପ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଉପାସନା ପାଇଁ ପବିତ୍ର ତମ୍ବୁ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯିହୋବାଙ୍କ ମହାନ ମନ୍ଦିରରେ ସେବା କରିବା—ଗୋଟିଏ ବିଶେଷ ଆଶିଷ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ସେପ୍ଟେମ୍ବର ପୃଷ୍ଠା ୪
ନିୟମ-ସିନ୍ଦୁକ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୨୫-୨୬

ପବିତ୍ର ତମ୍ବୁରେ ସିନ୍ଦୁକର ଭୂମିକା

୨୫:୯, ୨୧, ୨୨

ପବିତ୍ର ତମ୍ବୁରେ ଓ ଇସ୍ରାଏଲୀୟମାନଙ୍କ ଛାଉଣିରେ ନିୟମ-ସିନ୍ଦୁକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା । ସିନ୍ଦୁକର ଢାଙ୍କୁଣି ଉପରେ ଦୁଇଟି କିରୂବ ନିର୍ମିତ ହୋଇଥିଲା । ଦୁଇ କିରୂବଙ୍କ ମଝିରେ ଥିବା ମେଘ ଯିହୋବାଙ୍କ ଉପସ୍ଥିତିକୁ ଦର୍ଶାଉଥିଲା । ପ୍ରତିବର୍ଷ ମହାଯାଜକ ପ୍ରାୟଶ୍ଚିତ୍ତ ଦିନରେ ମହାପବିତ୍ର ସ୍ଥାନକୁ ଯାଇ ପ୍ରାୟଶ୍ଚିତ୍ତର ଢାଙ୍କୁଣି ସାମନାରେ ଏକ ବଳଦ ଓ ଏକ ଛେଳିର ରକ୍ତ ଛିଞ୍ଚୁଥିଲେ, ଯାହାଫଳରେ ଇସ୍ରାଏଲୀୟମାନଙ୍କୁ ପାପର କ୍ଷମା ମିଳନ୍ତା । (ଲେବୀ ୧୬:୧୪, ୧୫) ଏହି ବ୍ୟବସ୍ଥା ଆଗକୁ ଦିଆଯିବାକୁ ଥିବା ସେହି ମହାନ ବଳିଦାନର ଛାୟା ଭଳି ଥିଲା, ଯେତେବେଳେ ସବୁଠାରୁ ବଡ଼ ମହାଯାଜକ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗରେ ଯିହୋବାଙ୍କ ସାମନାରେ ଉପସ୍ଥିତ ହୁଅନ୍ତେ ଏବଂ ନିଜ ମୁକ୍ତିର ମୂଲ୍ୟ ଦିଅନ୍ତେ ।—ଏବ୍ରୀ ୯:୨୪-୨୬.

ମୁକ୍ତିର ମୂଲ୍ୟରୁ ଅନେକ ଆଶିଷ ମିଳିପାରିବ । କୁହନ୍ତୁ ଯେ କେଉଁ ପଦରେ କେଉଁ ଆଶିଷ ବିଷୟରେ କୁହାଯାଇଛି:

ପଦ

  • ୧ଯୋହ ୧:୮, ୯

  • ଏବ୍ରୀ ୯:୧୩, ୧୪

  • ରୋମୀ ୬:୨୩

ଆଶିଷ

  • ଅନନ୍ତ ଜୀବନ

  • ପାପର କ୍ଷମା

  • ଶୁଦ୍ଧ ବିବେକ

ଏହି ଆଶିଷଗୁଡ଼ିକ ପାଇବା ପାଇଁ ଆମକୁ କʼଣ କରିବାକୁ ହେବ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ