ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଡିସେମ୍ବର ପୃଷ୍ଠା ୩
  • “ଦୁଇ ସାକ୍ଷୀଙ୍କୁ” ବଧ କରାଯାଏ ଏବଂ ପୁଣି ଜୀବିତ କରାଯାଏ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ଦୁଇ ସାକ୍ଷୀଙ୍କୁ” ବଧ କରାଯାଏ ଏବଂ ପୁଣି ଜୀବିତ କରାଯାଏ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଡିସେମ୍ବର ପୃଷ୍ଠା ୩
କାଶିତ ବାକ୍ୟର ‘ଦୁଇ ସାକ୍ଷୀ’ ତ୍ୟେକେ ଏକ ଏକ ଜୀତ ବୃକ୍ଷ ଓ ଦୀପ ସମ୍ମୁଖରେ ଠିଆ ହୋଇଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରକାଶିତ ବାକ୍ୟ ୧୦-୧୨

“ଦୁଇ ସାକ୍ଷୀଙ୍କୁ” ବଧ କରାଯାଏ ଏବଂ ପୁଣି ଜୀବିତ କରାଯାଏ

୧୧:୩-୧୧

  • “ଦୁଇ ସାକ୍ଷୀ”: ଅଭିଷିକ୍ତ ଭାଇମାନଙ୍କର ଏକ ଛୋଟ ସମୂହ, ଯାହା ୧୯୧୪ ମସିହାରେ ନେତୃତ୍ୱ ନେଉଥିଲା । ସେସମୟରେ ଈଶ୍ୱରଙ୍କ ରାଜ୍ୟ ସ୍ଥାପିତ ହୋଇଥିଲା

  • ସେମାନଙ୍କୁ ବଧ କରାଗଲା: ସେମାନେ “ଚଟ ପରିଧାନ କରି” ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ପ୍ରଚାର କଲେ । ଏହାପରେ ସେମାନଙ୍କୁ “ବଧ” କରାଗଲା, ଅର୍ଥାତ୍‌ ସେମାନଙ୍କୁ ଜେଲରେ ରଖାଗଲା ଏବଂ ସେମାନଙ୍କ କାମଗୁଡ଼ିକ ଉପରେ କଟକଣା ଜାରି କରାଗଲା

  • ସେମାନଙ୍କୁ ପୁଣିଥରେ ଜୀବିତ କରାଗଲା: ସାଢ଼େ ତିନି ଦିନ (ଯାହା ଲାକ୍ଷଣିକ ଥିଲା) ପରେ ସେମାନଙ୍କୁ ପୁଣିଥରେ ଜୀବିତ କରାଗଲା, ଅର୍ଥାତ୍‌ ସେମାନେ ଜେଲରୁ ମୁକ୍ତ ହେଲେ ଏବଂ ପୁଣି ପ୍ରଚାର କାମର ନେତୃତ୍ୱ ନେବାକୁ ଲାଗିଲେ

କାଶିତ ବାକ୍ୟ ୧୧:⁠୧, ୨ ପଦ ଅନୁସାରେ ଉପରେ ଦିଆଯାଇବା ଘଟଣାଗୁକର ସମ୍ପର୍କ ମଲା ୩:⁠୧-୩ ପଦ ସହ ରହିଛି, ଯେଉଁଠି ଲାକ୍ଷଣିକ ମନ୍ଦିରକୁ ଯାଞ୍ଚ କରିବା ଓ ଶୁଦ୍ଧ କରିବା ବିଷୟରେ କୁହାଯାଇଛି । ଭବିଷ୍ୟତବାଣୀର ସମୟରେଖା ଦେଖାଏ: ୧୯୧୪ ମସିହାର ୟ ଶେଷ ଏବଂ ୧୯୧୯ ମସିହାର ୟ ଆର ମଧରେ ମନ୍ଦିରକୁ ଶୁଦ୍ଧ କରାଗଲା; ୧୯୧୪ ମସିହାର ୟ ଶେଷଠାରୁ ୧୯୧୮ ମସିହାର ୟ ଆର ପର୍ଯ୍ୟନ୍ତ ସା ତିନି ବର୍ଷ କି ୧,୨୬୦ ଦିନ; ୧୯୧୮ ମସିହାର ୟ ଆରଠାରୁ ୧୯୧୯ ମସିହାର ୟ ଆର ପର୍ଯ୍ୟନ୍ତ ସା ତିନି ଦିନ ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ