ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଡିସେମ୍ବର ପୃଷ୍ଠା ୩
  • ୯-୧୫ ଡିସେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୯-୧୫ ଡିସେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଡିସେମ୍ବର ପୃଷ୍ଠା ୩

୯-୧୫ ଡିସେମ୍ବର

ପ୍ରକାଶିତ ବାକ୍ୟ ୧୦-୧୨

  • ଗୀତ ୨୬ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “‘ଦୁଇ ସାକ୍ଷୀଙ୍କୁ’ ବଧ କରାଯାଏ ଏବଂ ପୁଣି ଜୀବିତ କରାଯାଏ”(୧୦ ମି.)

    • ପ୍ରକା ୧୧:୩—“ଦୁଇ ସାକ୍ଷୀ” ୧,୨୬୦ ଦିନ ପର୍ଯ୍ୟନ୍ତ ଭବିଷ୍ୟତବାଣୀ କରନ୍ତି (ପ୍ର୧୪-ହି ୧୧/୧୫ ୩୦)

    • ପ୍ରକା ୧୧:୭—“ପଶୁ” ସେମାନଙ୍କୁ ବଧ କରେ

    • ପ୍ରକା ୧୧:୧୧—“ଦୁଇ ସାକ୍ଷୀଙ୍କୁ” ସାଢ଼େ ତିନି ଦିନ ପରେ ଜୀବିତ କରାଯାଏ

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ପ୍ରକା ୧୦:୯, ୧୦—ଯୋହନଙ୍କୁ ଦିଆଯାଇଥିବା ବାର୍ତ୍ତା କିପରି ଉଭୟ “ତିକ୍ତ” ଓ “ମିଷ୍ଟ” ଥିଲା ? (ଇନସାଇଟ୍‌-୨ ୮୮୦-୮୮୧)

    • ପ୍ରକା ୧୨:୧-୫—ଏହି ପଦଗୁଡ଼ିକରେ ଥିବା ଭବିଷ୍ୟତବାଣୀ କିପରି ପୂରଣ ହେଲା ? (ଇନସାଇଟ୍‌-୨ ୧୮୭ ¶୭-୯)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ପ୍ରକା ୧୦:୧-୧୧ (ଶିଖାଇବା  ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ  ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୬)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ଦେଖାନ୍ତୁ ଯେ ଆପଣଙ୍କ ଅଞ୍ଚଳରେ ‘ପ୍ରଚାର କରିବାର ନମୁନା’ ବ୍ୟବହାର କରି ଆପଣ କିପରି ସର୍ବସାଧାରଣରେ କିମ୍ବା ସୁଯୋଗ ଦେଖି ସାକ୍ଷ୍ୟ ଦେବେ । (ଶିଖାଇବା  ଅଧ୍ୟୟନ ୩)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୯)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୪୮

  • “ପୃଥିବୀ ‘ନଦୀକୁ ଗ୍ରାସ’ କଲା”: (୧୫ ମି.) ଆଲୋଚନା । କୋରିଆର ଭାଇମାନେ ଜେଲରୁ ମୁକ୍ତ ହେଲେ  (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ  ଅଧ୍ୟା ୧୪ ¶୧୧-୧୭, ପୃ ୧୫୨-୧୫୩, ଅଧିକ ବିବରଣୀ—୩୦

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୧୩୪ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ