ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜୁନ୍‌ ପୃଷ୍ଠା ୪
  • ଯିହୋବାଙ୍କ ଚିନ୍ତାଧାରା କʼଣ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ଚିନ୍ତାଧାରା କʼଣ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଆମେ ଭଲ ନିଷ୍ପତ୍ତି କିପରି ନେଇପାରିବା ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ବାଇବଲର ସିଦ୍ଧାନ୍ତଗୁଡ଼ିକରୁ ଯିହୋବାଙ୍କର ଚିନ୍ତାଧାରାକୁ ଜାଣନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ସଦାବେଳେ ଯିହୋବାଙ୍କୁ ପ୍ରଥମ ସ୍ଥାନରେ ରଖନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ନିଜ ପୋଷାକ ଓ ସଜବାଜ ଉପରେ ଧ୍ୟାନ ଦେବା କାହିଁକି ଜରୁରୀ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜୁନ୍‌ ପୃଷ୍ଠା ୪

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବାଙ୍କ ଚିନ୍ତାଧାରା କʼଣ ?

ଯେକୌଣସି ଛୋଟ କିମ୍ବା ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଆମେ ଯିହୋବାଙ୍କ ଚିନ୍ତାଧାରା ଜାଣିବାକୁ ଚେଷ୍ଟା କରୁ କି ? ଆମେ ଯିହୋବାଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଭାବେ କେବେ ମଧ୍ୟ ଜାଣିପାରିବା ନାହିଁ ସତ, କିନ୍ତୁ ସେ ବାଇବଲରେ ନିଜ ବିଷୟରେ ଅନେକ କିଛି ଲେଖାଇଛନ୍ତି, ଯାହାଫଳରେ ଆମେ “ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ” ନିଜକୁ ଯୋଗ୍ୟ କରିପାରିଥାଉ। (୨ ତୀମ ୩:୧୬, ୧୭; ରୋମୀ ୧୧:୩୩, ୩୪) ଯୀଶୁ ଭଲ ଭାବେ ଜାଣିଥିଲେ ଯେ ଯିହୋବାଙ୍କ ଇଚ୍ଛା କʼଣ ଏବଂ ସେ ସାରା ଜୀବନ ତାʼ ଅନୁଯାୟୀ ଚାଲିଲେ। (ଯୋହ ୪:୩୪) ଆସନ୍ତୁ ଆମେ ଯୀଶୁଙ୍କ ଭଳି ସର୍ବଦା ଏପରି ନିଷ୍ପତ୍ତି ନେବା, ଯେଉଁଥିରୁ ଯିହୋବା ଖୁସି ହେବେ।—ଯୋହ ୮:୨୮, ୨୯; ଏଫି ୫:୧୫-୧୭.

ଯିହୋବାଙ୍କ ଇଚ୍ଛା ଜାଣିବାର ଚେଷ୍ଟା ଜାରି ରଖନ୍ତୁ (ଲେବୀ ୧୯:୧୮) (ହିନ୍ଦୀ) ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆମେ ନିଜ ଜୀବନରେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ କାହିଁକି ଲାଗୁ କରିବା ଉଚିତ୍‌ ?

  • କେଉଁ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ଆମେ ନିଷ୍ପତ୍ତି ନେଇପାରିବା ଯେ ଆମେ କେଉଁ ଗୀତ ଶୁଣିବା ଉଚିତ୍‌ ?

  • କେଉଁ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ଆମେ ନିଷ୍ପତ୍ତି ନେଇପାରିବା ଯେ ଆମେ କେଉଁ ଭଳି ପୋଷାକ ପିନ୍ଧିବା ଉଚିତ୍‌ କିମ୍ବା କେମିତି ସଜବାଜ ହେବା ଉଚିତ୍‌ ?

  • ଆମେ ଜୀବନର ଆଉ କେଉଁ କେଉଁ କ୍ଷେତ୍ରରେ ବାଇବଲର ସିଦ୍ଧାନ୍ତ ଅନୁଯାୟୀ ନିଷ୍ପତ୍ତି ନେବା ଉଚିତ୍‌ ? ଯିହୋବାଙ୍କ ଇଚ୍ଛା ଆହୁରି ଭଲ ଭାବେ ଜାଣିବା ପାଇଁ ଆମେ କʼଣ କରିପାରିବା ?

ଭି ଭି ଜାତିର ସାକ୍ଷୀ ଯୁବକଯୁବତୀ ବିଭି କାରର ପୋଷାକ ପିନ୍ଧିଛନ୍ତି ଆଉ ଫଟୋ ଉଠାଉଛନ୍ତି

ମୁଁ ଯେଉଁ ନିଷ୍ପତ୍ତି ନିଏ, କʼଣ ସେଥିରୁ ଏହା ପ୍ରମାଣିତ ହୁଏ ଯେ ଯିହୋବାଙ୍କ ସହ ମୋʼ ସମ୍ପର୍କ ମଜବୁତ୍‌ ଅଛି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ