ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜୁନ୍‌ ପୃଷ୍ଠା ୫
  • “ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜୁନ୍‌ ପୃଷ୍ଠା ୫
ଜଣେ ବ୍ୟକ୍ତି ସମସ୍ତ ଅସ୍ତ୍ରଶସ୍ତ୍ର ପିନ୍ଧିଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଏଫିସୀୟ ୪-୬

“ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର”

୬:୧୧-୧୭

ପ୍ରେରିତ ପାଉଲ ଖ୍ରୀଷ୍ଟିୟାନମାନଙ୍କ ତୁଳନା ଯୁଦ୍ଧ କରୁଥିବା ସୈନିକମାନଙ୍କ ସହ କଲେ। ‘ଦୁଷ୍ଟାତ୍ମାମାନେ’ ଆମର ଶତ୍ରୁ ଅଟନ୍ତି। ଆମେ ସେମାନଙ୍କ ସମ୍ମୁଖରେ ଦୁର୍ବଳ ଓ ଅସହାୟ ଜଣାପଡ଼ୁ ନା କାହିଁକି, ଯଦି ଆମେ ‘ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କରୁ,’ ତେବେ ଆମେ ଯିହୋବାଙ୍କ ସାହାଯ୍ୟରେ ଏହି ଦୁଷ୍ଟ ଦୂତମାନଙ୍କଠାରୁ ଜୟ ହାସଲ କରିପାରିବା।

ଏଠାରେ ଦିଆଯାଇଥିବା ଅସ୍ତ୍ରଶସ୍ତ୍ର କʼଣ ଏବଂ ସେଗୁଡ଼ିକ କାହାକୁ ଦର୍ଶାଏ, ତାହା ଲେଖନ୍ତୁ

ଭି ଭି ଅସ୍ତ୍ରଶସ୍ତ୍ର

ଚିନ୍ତନ ପାଇଁ: କʼଣ ମୁଁ ସମସ୍ତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ