ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ମେ ପୃଷ୍ଠା ୪
  • ପାଉଲଙ୍କ ‘ଶରୀରରେ କଣ୍ଟା’

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପାଉଲଙ୍କ ‘ଶରୀରରେ କଣ୍ଟା’
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ମେ ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୨ କରିନ୍ଥୀୟ ୧୧-୧୩

ପାଉଲଙ୍କ ‘ଶରୀରରେ କଣ୍ଟା’

୧୨:୭-୧୦

ବାଇବଲରେ କଣ୍ଟାକୁ ଅନେକ ଥର ଲାକ୍ଷଣିକ ଭାବେ ବ୍ୟବହାର କରାଯାଇଛି। ବାଇବଲରେ କଣ୍ଟା ହୁଏତ ସମସ୍ୟାଗୁଡ଼ିକୁ ସୂଚାଏ କିମ୍ବା ଏପରି ଲୋକମାନଙ୍କୁ ସୂଚାଏ, ଯେଉଁମାନେ ଅନ୍ୟମାନଙ୍କ ପାଇଁ କଷ୍ଟର କାରଣ ହୋଇଥାʼନ୍ତି। (ଗଣ ୩୩:୫୫; ହିତୋ ୨୨:୫; ଯିହି ୨୮:୨୪) ପାଉଲ କହିଥିଲେ ଯେ ତାଙ୍କ ‘ଶରୀରରେ ଗୋଟିଏ କଣ୍ଟା’ ଅଛି। ଏହି କଣ୍ଟା କʼଣ ଥିଲା ? ସେ ହୁଏତ ମିଥ୍ୟା ପ୍ରେରିତ ଓ ଏପରି ଲୋକଙ୍କ ବିଷୟରେ କହୁଥିଲେ, ଯେଉଁମାନେ ଦାବି କରୁଥିଲେ ଯେ ପାଉଲ ପ୍ରକୃତରେ କୌଣସି ପ୍ରେରିତ ନୁହନ୍ତି ଏବଂ ତାଙ୍କ ସେବାରେ ଦୋଷ ବାହାର କରୁଥିଲେ। ପାଉଲଙ୍କ ‘ଶରୀରରେ କଣ୍ଟାର’ ଅର୍ଥ ଆଉ କିଛି ମଧ୍ୟ ହୋଇପାରେ। ତଳେ ଦିଆଯାଇଥିବା ପଦଗୁଡ଼ିକ ଅନୁଯାୟୀ ତାହା କʼଣ ହୋଇପାରେ ?

  • ରିତ ପାଉଲ ନିଜ ମୁଣ୍ଡରେ ହାତ ଦେଇଛନ୍ତି

    ପ୍ରେରି ୨୩:୧-୫

  • ଗାଲା ୪:୧୪, ୧୫

  • ଗାଲା ୬:୧୧

ଆପଣଙ୍କ ‘ଶରୀରର କଣ୍ଟା’ କʼଣ ?

ଆପଣ ନିଜ କଷ୍ଟକୁ ସହିବା ପାଇଁ ଯିହୋବାଙ୍କ ଉପରେ କିପରି ନିର୍ଭର କରିପାରିବେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ