୨୦-୨୬ ମେ
୨ କରିନ୍ଥୀୟ ୧୧-୧୩
ଗୀତ ୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ପାଉଲଙ୍କ ‘ଶରୀରରେ କଣ୍ଟା’”: (୧୦ ମି.)
୨କରି ୧୨:୭—ପାଉଲ ଏପରି ଏକ ସମସ୍ୟାର ସାମନା କରୁଥିଲେ, ଯାହା ସବୁବେଳେ ତାଙ୍କୁ କଣ୍ଟା ଭଳି କଷ୍ଟ ଦେଉଥିଲା (ପ୍ର୦୮-ହି ୬/୧୫ ୩-୪)
୨କରି ୧୨:୮, ୯—ପାଉଲ ଯିହୋବାଙ୍କୁ ପ୍ରାର୍ଥନା କଲେ ଯେ ସେ ଏହି କଣ୍ଟାକୁ ଦୂର କରିଦିଅନ୍ତୁ, କିନ୍ତୁ ଯିହୋବା ଏପରି କଲେ ନାହିଁ (ପ୍ର୦୭-ହି ୧/୧ ୧୬-୧୭ ¶୧୭-୧୮)
୨କରି ୧୨:୧୦—ପାଉଲ ଯିହୋବାଙ୍କ ସେବା ଭଲ ଭାବେ କରିପାରିଲେ, କାରଣ ସେ ତାହାଙ୍କ ପବିତ୍ର ଶକ୍ତି ଉପରେ ନିର୍ଭର କଲେ (ପ୍ର୧୮.୦୧-ହି ୯ ¶୮-୯)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
୨କରି ୧୨:୨-୪—“ତୃତୀୟ ସ୍ୱର୍ଗ” ଓ “ପାରଦୀଶ” କʼଣ ହୋଇପାରେ ? (ପ୍ର୧୮.୧୨-ହି ୮ ¶୧୦-୧୨)
୨କରି ୧୩:୧୨—‘ପବିତ୍ର ଚୁମ୍ବନର’ ଅର୍ଥ କʼଣ ହୋଇପାରେ ? (ଇନସାଇଟ୍-୨ ୧୭୭)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ୨କରି ୧୧:୧-୧୫ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା ଅଧ୍ୟୟନ ୨)
ପ୍ରଥମ ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ତାʼପରେ ଆମକୁ ଶିଖାଏ ବହି ବିଷୟରେ କୁହନ୍ତୁ। (ଶିଖାଇବା ଅଧ୍ୟୟନ ୪)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“‘ଶରୀରରେ କଣ୍ଟା’ ଥିବା ସତ୍ତ୍ୱେ ଆପଣ ବହୁତ କିଛି କରିପାରିବେ !”: (୧୫ ମି.) ଆଲୋଚନା। “ଅନ୍ଧମାନଙ୍କ ଚକ୍ଷୁ ଖୋଲିଯିବ” (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ । କୁହନ୍ତୁ ଯେ ଯେଉଁମାନେ ଅନ୍ଧ ଏବଂ ଯେଉଁମାନଙ୍କୁ ଦେଖିବାରେ ଅସୁବିଧା ହୁଏ, ସେମାନଙ୍କ ପାଇଁ ୪୭ଟି ଭାଷାରେ ବ୍ରେଲି ଓ ଅନ୍ୟାନ୍ୟ ଫର୍ମାଟ୍ରେ ପ୍ରକାଶନ ଉପଲବ୍ଧ ଅଛି। ପ୍ରଚାରକମାନେ ସାହିତ୍ୟ ସେବକଙ୍କୁ ଏଗୁଡ଼ିକ ପାଇଁ ଅନୁରୋଧ କରିପାରିବେ। ସମସ୍ତଙ୍କୁ ପ୍ରୋତ୍ସାହନ ଦିଅନ୍ତୁ ଯେ ସେମାନେ ମଣ୍ଡଳୀରେ ଓ ପ୍ରଚାର ଅଞ୍ଚଳରେ ଏପରି ଲୋକଙ୍କୁ ସାହାଯ୍ୟ କରିବେ, ଯେଉଁମାନଙ୍କୁ ଦେଖିବାରେ ଅସୁବିଧା ହୁଏ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୪ ¶୨୦-୨୨, ପୃ ୫୦-୫୧
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୧୫ ଏବଂ ପ୍ରାର୍ଥନା