ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଏପ୍ରିଲ୍‌ ପୃଷ୍ଠା ୩
  • ୮-୧୪ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୮-୧୪ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଏପ୍ରିଲ୍‌ ପୃଷ୍ଠା ୩

୮-୧୪ ଏପ୍ରିଲ୍‌

୧ କରିନ୍ଥୀୟ ୧୦-୧୩

  • ଗୀତ ୩୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯିହୋବା ବିଶ୍ୱାସଯୋଗ୍ୟ ଅଟନ୍ତି”: (୧୦ ମି.)

    • ୧କରି ୧୦:୧୩—ଯିହୋବା ନିର୍ଣ୍ଣୟ କରନ୍ତି ନାହିଁ ଯେ ଆମ ପ୍ରତି କେଉଁସବୁ ପରୀକ୍ଷା ଆସିବା ଉଚିତ୍‌ (ପ୍ର୧୭.୦୨-ହି ୨୯-୩୦)

    • ୧କରି ୧୦:୧୩—“ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ,” ଆମେ ସେହିପରି ପରୀକ୍ଷାଗୁଡ଼ିକର ସାମନା କରୁ

    • ୧କରି ୧୦:୧୩—ଯଦି ଆମେ ଯିହୋବାଙ୍କଠାରେ ଭରସା ରଖୁ, ତେବେ ସେ ଆମକୁ ଯେକୌଣସି ପରୀକ୍ଷାକୁ ସହିବା ପାଇଁ ଶକ୍ତି ଦେବେ

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ୧କରି ୧୦:୮—ଏହି ପଦ କାହିଁକି କହେ ଯେ ଅନୈତିକ ଯୌନ ସମ୍ପର୍କ ରଖିବା ଯୋଗୁଁ ଗୋଟିଏ ଦିନରେ ୨୩,୦୦୦ ଇସ୍ରାଏଲୀୟଙ୍କର ମୃତ୍ୟୁ ହେଲା, କିନ୍ତୁ ଗଣନା ପୁସ୍ତକ ୨୫:୯ ପଦ କହେ ୨୪,୦୦୦ ଜଣଙ୍କର ମୃତ୍ୟୁ ହେଲା ? (ପ୍ର୦୪-ହି ୧୪/୧ ୨୯)

    • ୧କରି ୧୧:୫, ୬, ୧୦—ଯଦି ଜଣେ ଭଉଣୀ ଏକ ଖ୍ରୀଷ୍ଟିୟାନ ଭାଇଙ୍କ ଉପସ୍ଥିତିରେ ବାଇବଲ ଅଧ୍ୟୟନ ଚଲାନ୍ତି, ତେବେ କʼଣ ସେ ଓଢ଼ଣୀ ଦେବା ଉଚିତ୍‌ ? (ପ୍ର୧୫-ହି ୨/୧୫ ୩୦)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ୧କରି ୧୦:୧-୧୭ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା ଅଧ୍ୟୟନ ୧)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ। (ଶିଖାଇବା ଅଧ୍ୟୟନ ୩)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ତାʼପରେ ଶିକ୍ଷା ଉପକରଣ ବକ୍ସରୁ କୌଣସି ଏକ ପ୍ରକାଶନ ଦିଅନ୍ତୁ। (ଶିଖାଇବା ଅଧ୍ୟୟନ ୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୨୫

  • ‘ଶରୀରର ସମସ୍ତ ଅଙ୍ଗ ପ୍ରୟୋଜନୀୟ’ (୧କରି ୧୨:୨୨): (୧୦ ମି.) ଭିଡିଓ (ହିନ୍ଦୀ) ଦେଖାନ୍ତୁ।

  • “ଆପଣ ସ୍ମାରକ ପାଇଁ କିପରି ପ୍ରସ୍ତୁତି କରିବେ ?”: (୫ ମି.) ଭାଷଣ। ସମସ୍ତଙ୍କୁ ପ୍ରୋତ୍ସାହିତ କରନ୍ତୁ ଯେ ଯିହୋବା ଓ ଯୀଶୁ ଆମକୁ ଯେଉଁ ପ୍ରେମ ଦେଖାଇଛନ୍ତି, ସେବିଷୟରେ ସ୍ମାରକର ଋତୁରେ ଚିନ୍ତନ କରିବେ ଏବଂ ସେମାନଙ୍କ ପାଇଁ ନିଜ କୃତଜ୍ଞତା ବଢ଼ାଇବେ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୩ ¶୧-୧୦, ଅଧିକ ବିବରଣୀ–୬-୯

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୧୪୭ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ