ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଏପ୍ରିଲ୍‌ ପୃଷ୍ଠା ୨
  • ଅବିବାହିତ ରହିବା—ଏକ ଉପହାର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅବିବାହିତ ରହିବା—ଏକ ଉପହାର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଅବିବାହିତ ରହିବା ଓ ବିବାହ କରିବା ବିଷୟରେ ବାଇବଲରେ କʼଣ କୁହାଯାଇଛି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଏପ୍ରିଲ୍‌ ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ କରିନ୍ଥୀୟ ୭-୯

ଅବିବାହିତ ରହିବା—ଏକ ଉପହାର

୭:୩୨, ୩୫, ୩୮

ଅନେକ ଖ୍ରୀଷ୍ଟିୟାନମାନେ ଜାଣିପାରିଛନ୍ତି ଯେ ଅବିବାହିତ ରହିବା ଦ୍ୱାରା ସେମାନଙ୍କର ବହୁତ ଲାଭ ହୋଇଛି। ସେମାନେ ଈଶ୍ୱରଙ୍କ ସେବାରେ ଅଧିକ କରିପାରିଛନ୍ତି, ବହୁତ ଭାଇଭଉଣୀମାନଙ୍କ ସହ ମିତ୍ରତା କରିପାରିଛନ୍ତି ଏବଂ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଦୃଢ଼ କରିପାରିଛନ୍ତି।

ସମ ଅଷ୍ଟଲିଆରେ ଚାର ଅଭିଯାନ, ୧୯୩୭; ଗିଲିଅ ପରେ ଜଣେ ଭଉଣୀ ମେକ୍ସିକୋକୁ ସେବା କରିବାକୁ ଆସିଛନ୍ତି, ୧୯୪୭

୧୯୩୭ ମସିହାରେ ତିନି ଜଣ ଅବିବାହିତ ଭାଇ ସମଗ୍ର ଅଷ୍ଟ୍ରେଲିଆରେ ପ୍ରଚାର ଅଭିଯାନରେ; ୧୯୪୭ ମସିହାରେ ଜଣେ ଅବିବାହିତ ଭଉଣୀ ମେକ୍ସିକୋକୁ ମିଶନାରୀ ଭାବେ ସେବା କରିବାକୁ ଆସିଛନ୍ତି

ଜଣେ ଅବିବାହିତ ଭାଇ ବାଜିଲ୍‌ରେ ଚାର କରୁଛନ୍ତି; ଅବିବାହିତ ବିଦ୍ୟାର୍ଥୀମାନେ ମାଲାବିରେ ରାଜ୍ୟ ଚାରକଙ୍କ ପାଇଁ ସ୍କୁଲରେ ଉପସ୍ଥିତ ଅଛନ୍ତି

ବ୍ରାଜିଲ୍‌ରେ ପ୍ରଚାର କାମ; ମାଲାବିରେ ରାଜ୍ୟ ପ୍ରଚାରକମାନଙ୍କ ପାଇଁ ସ୍କୁଲ

ଚିନ୍ତନ ପାଇଁ: ଯଦି ଆପଣ ଅବିବାହିତ ରହନ୍ତି, ତେବେ ଏହାର କିପରି ସମ୍ପୂର୍ଣ୍ଣ ଲାଭ ଉଠାଇପାରିବେ ?

ମଣ୍ଡଳୀର ଭାଇଭଉଣୀମାନେ କିପରି ଅବିବାହିତ ଖ୍ରୀଷ୍ଟିୟାନମାନଙ୍କର ଉତ୍ସାହ ବଢ଼ାଇପାରିବେ ଏବଂ ସେମାନଙ୍କୁ ସାହାଯ୍ୟ କରିପାରିବେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ