ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ମେ ପୃଷ୍ଠା ୫
  • ୨୧-୨୭ ମେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୧-୨୭ ମେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ମେ ପୃଷ୍ଠା ୫

୨୧-୨୭ ମେ

ମାର୍କ ୧୧-୧୨

  • ଗୀତ ୨୯ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ସମସ୍ତଙ୍କ ଅପେକ୍ଷା ସେ ଅଧିକ ପକାଇଛି”: (୧୦ ମି.)

    • ମାର୍କ ୧୨:୪୧, ୪୨—ଯୀଶୁ ଏକ ଗରିବ ବିଧବା ପ୍ରତି ଧ୍ୟାନ ଦେଲେ, ଯିଏ ମନ୍ଦିରର ଦାନପାତ୍ରରେ କେବଳ ଦୁଇଟି କ୍ଷୁଦ୍ର ମୁଦ୍ରା ପକାଇଲା (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ମାର୍କ ୧୨:୪୩—ଯୀଶୁ ସେହି ବିଧବାଟିର ତ୍ୟାଗକୁ ପ୍ରଶଂସା କଲେ ଏବଂ ସେଥି ପ୍ରତି ନିଜ ଶିଷ୍ୟମାନଙ୍କର ଧ୍ୟାନ ଆକର୍ଷଣ କଲେ (ପ୍ର୯୭-ହି ୧୦/୧୫ ୧୬-୧୭ ¶୧୬-୧୭)

    • ମାର୍କ ୧୨:୪୪—ଯିହୋବାଙ୍କ ଦୃଷ୍ଟିରେ ସେହି ବିଧବାଟିର ଦାନ ବହୁମୂଲ୍ୟ ଥିଲା [ପ୍ର୯୭-ହି ୧୦/୧୫ ୧୭ ¶୧୭; ପ୍ର୮୮-ହି ୧୦/୧ ୨୭ ¶୭; ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୧୮୫ ¶୧୫]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାର୍କ ୧୧:୧୭—ଯୀଶୁ ମନ୍ଦିରକୁ “ସମସ୍ତ ଜାତି ନିମନ୍ତେ ପ୍ରାର୍ଥନାଗୃହ” ବୋଲି କାହିଁକି କହିଲେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ମାର୍କ ୧୧:୨୭, ୨୮—ଯୀଶୁଙ୍କ ବିରୋଧୀମାନେ ପ୍ରଶ୍ନ କଲେ: “ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ?” ଏଠାରେ ସେମାନେ “ଏସମସ୍ତ” କହିବାର ଅର୍ଥ କʼଣ ଥିଲା? [ଯୀଶୁ ହିଁ ପଥ (ଇଂରାଜୀ) ୨୪୪ ¶୭]

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାର୍କ ୧୨:୧୩-୨୭

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଆପଣଙ୍କ ଅଞ୍ଚଳରେ ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଘରମାଲିକ କହନ୍ତି ଯେ କିଛି ଦିନ ପୂର୍ବେ ତାଙ୍କର କେହି ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଯାଇଛି।

  • ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୫୪

  • ଯିହୋବାଙ୍କ ଉପରେ ବିଶ୍ୱାସ ରଖିଲେ ସବୁକିଛି ସମ୍ଭବ ହୁଏ: (୧୫ ମି.) ଭିଡିଓ (ହିନ୍ଦୀ) ଦେଖାନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୯ ¶୧-୪

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୩୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ