ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାର୍କ ୧୧-୧୨
ସମସ୍ତଙ୍କ ଅପେକ୍ଷା ସେ ଅଧିକ ପକାଇଛି
୧୨:୪୧-୪୪
ଏହି ଘଟଣାରୁ ଆମେ ଆଗକୁ ଥିବା କଥାଗୁଡ଼ିକ ବିଷୟରେ କିପରି ଶିଖୁ?
ଆମେ ଯିହୋବାଙ୍କ ସେବାରେ ଯାହା ମଧ୍ୟ କରୁ, ସେ ତାକୁ ବହୁମୂଲ୍ୟ ମନେ କରନ୍ତି
ଯିହୋବାଙ୍କ ସେବାରେ ନିଜ ଉତ୍ତମ ଯୋଗଦାନ ଦିଅନ୍ତୁ
ନିଜ ସେବାର ତୁଳନା ଅନ୍ୟମାନଙ୍କ ସେବା ସହିତ କରନ୍ତୁ ନାହିଁ ଏବଂ ଆପଣ ପୂର୍ବେ ଯେତେ କରୁଥିଲେ, ବର୍ତ୍ତମାନ ସେତେ କରିପାରୁ ନାହାନ୍ତି ବୋଲି ନିରାଶ ହୁଅନ୍ତୁ ନାହିଁ
ଆମେ ଗରିବ ହେଲେ ମଧ୍ୟ କିଛି ନା କିଛି ନିଶ୍ଚୟ ଦାନ ଦେଇପାରିବା। ଆମେ ନିଜ ଦାନକୁ ଛୋଟ ବୋଲି ଭାବିବା ଉଚିତ୍ ନୁହେଁ
ଆପଣ ଏହି ଘଟଣାରୁ ଆଉ କʼଣ କʼଣ ଶିଖିଲେ?