ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ଡିସେମ୍ବର ପୃଷ୍ଠା ୬
  • କʼଣ ଆପଣଙ୍କ ବୈବାହିକ ଜୀବନକୁ ଦେଖି ଯିହୋବା ଖୁସି ହୁଅନ୍ତି?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣଙ୍କ ବୈବାହିକ ଜୀବନକୁ ଦେଖି ଯିହୋବା ଖୁସି ହୁଅନ୍ତି?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରାୟ ସମାନ ଲେଖା
  • ବିବାହ ପରେ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ
    ଆପଣଙ୍କ ପରିବାର ସୁଖୀ ହୋଇପାରିବ
  • ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ଈଶ୍ୱରଙ୍କୁ ସାହାଯ୍ୟ ମାଗନ୍ତୁ
    ଆପଣଙ୍କ ପରିବାର ସୁଖୀ ହୋଇପାରିବ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ଡିସେମ୍ବର ପୃଷ୍ଠା ୬
ଜଣେ ଇଏଲୀୟ ନିଜ ପତୀଙ୍କୁ ପରିତ୍ୟାଗ କରୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମଲାଖି ୧-୪

କʼଣ ଆପଣଙ୍କ ବୈବାହିକ ଜୀବନକୁ ଦେଖି ଯିହୋବା ଖୁସି ହୁଅନ୍ତି?

୨:୧୩-୧୬

  • ମଲାଖିଙ୍କ ସମୟରେ ଅନେକ ଇସ୍ରାଏଲୀୟମାନେ ଛୋଟ ଛୋଟ କାରଣ ଯୋଗୁଁ ଛାଡ଼ପତ୍ର ଦେଉଥିଲେ। ଯେଉଁମାନେ ନିଜ ଜୀବନସାଥୀଙ୍କ ସହ ବିଶ୍ୱାସଘାତ କରୁଥିଲେ, ସେମାନଙ୍କ ଉପାସନାକୁ ଯିହୋବା ସ୍ୱୀକାର କଲେ ନାହିଁ

  • ଯେଉଁମାନେ ନିଜ ଜୀବନସାଥୀଙ୍କ ସହ ଆଦରର ସହିତ ବ୍ୟବହାର କରୁଥିଲେ, ଯିହୋବା ସେମାନଙ୍କୁ ଆଶିଷ ଦେଲେ

ପତିପତ୍ନୀ ପରସ୍ପର ପ୍ରତି କିପରି ବିଶ୍ୱସ୍ତ ରହିପାରିବେ, ସେମାନଙ୍କ:

  • ଭାବନାରେ?

  • ଆଖିରେ?

  • କଥାରେ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ