ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ଡିସେମ୍ବର ପୃଷ୍ଠା ୭
  • ପ୍ରକୃତ ପ୍ରେମ କʼଣ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରକୃତ ପ୍ରେମ କʼଣ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରାୟ ସମାନ ଲେଖା
  • ନିଜ ବିବାହ ବନ୍ଧନକୁ ମଜବୁତ୍‌ ରଖନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଅବିବାହିତ ରହିବା ଓ ବିବାହ କରିବା ବିଷୟରେ ବାଇବଲରେ କʼଣ କୁହାଯାଇଛି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ବିବାହ—ଆଜୀବନ ସମ୍ପର୍କ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • JW.ORG ୱେବସାଇଟ୍‌ରେ ପାଆନ୍ତୁ ବୁଦ୍ଧିଭରା ପରାମର୍ଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ଡିସେମ୍ବର ପୃଷ୍ଠା ୭

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରକୃତ ପ୍ରେମ କʼଣ?

ଯେତେବେଳେ ଯିହୋବା ବିବାହ ବନ୍ଧନର ଆରମ୍ଭ କଲେ, ସେ ଚାହୁଁଥିଲେ ଯେ ଏହା ପତିପତ୍ନୀଙ୍କ ମଧ୍ୟରେ ସାରା ଜୀବନର ବନ୍ଧନ ହେଉ। (ଆଦି ୨:୨୨-୨୪) କେବଳ ଗୋଟିଏ ଆଧାରରେ ହିଁ ଛାଡ଼ପତ୍ର ଦିଆଯାଇପାରିବ ଏବଂ ତାହା ହେଉଛି, ଅନୈତିକ ଯୌନ ସମ୍ପର୍କ। (ମଲାଖି ୨:୧୬; ମାଥି ୧୯:୯) ଯିହୋବା ଚାହାନ୍ତି ଯେ ଲୋକେ ନିଜ ପାରିବାରିକ ଜୀବନରେ ଖୁସିରେ ରହନ୍ତୁ। ତେଣୁ ସେ କିଛି ସିଦ୍ଧାନ୍ତ ଦେଇଛନ୍ତି, ଯାହା ସାହାଯ୍ୟରେ ଖ୍ରୀଷ୍ଟିୟାନମାନେ ବୁଝିବିଚାରି ନିଜ ଜୀବନସାଥୀ ବାଛିପାରିବେ ଏବଂ ନିଜ ସାଥୀଙ୍କ ସହିତ ଖୁସିରେ ରହିପାରିବେ।—ଉପ ୫:୪-୬.

ଏହା ପ୍ରେମ ନା ବିମୋହନ? (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ। ତାʼପରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଭାଇ ଙ୍କ୍‌ ନିଜ ଝିଅ ଲିଜ୍‌ ସହ କଥା ହେଉଛନ୍ତି

    ଡେଟିଙ୍ଗ୍‌ କରିବାର ଉପଯୁକ୍ତ ବୟସ କେତେ ହୋଇପାରେ?

  • ଆକର୍ଷଣ, ବିମୋହନ ଓ ପ୍ରକୃତ ପ୍ରେମ ମଧ୍ୟରେ ପାର୍ଥକ୍ୟ କʼଣ?

  • ଏହା ଭାବିବା କାହିଁକି ମୂର୍ଖାମି ହେବ ଯେ ବିବାହ ଉଦ୍ଦେଶ୍ୟରେ ଆପଣ ଯେଉଁ ବ୍ୟକ୍ତିଙ୍କୁ ସାକ୍ଷାତ କରୁଛନ୍ତି, ତାଙ୍କୁ ଆପଣ ପରିବର୍ତ୍ତନ କରିପାରିବେ?

  • ଜାକ୍‌ ଓ ମେଗନ୍‌ ମଣ୍ଡଳୀର ଏକ ସଭାରେ

    ଭୌତିକ ଜିନିଷଗୁଡ଼ିକ ପ୍ରତି ଯଦି ଜଣେ ବ୍ୟକ୍ତିଙ୍କ ଦୃଷ୍ଟିକୋଣ ସଠିକ୍‌ ନୁହଁ, ତେବେ ଏହା ତାଙ୍କ ବୈବାହିକ ଜୀବନରେ କିପରି ପ୍ରଭାବ ପକାଇପାରେ?

  • ଲିଜ୍‌ ଓ ଜନ୍‌ ମଣ୍ଡଳୀର ଏକ ସଭାରେ

    ଯିହୋବାଙ୍କ ସେବାରେ ଏକାଭଳି ଲକ୍ଷ୍ୟ ରଖିବା ଦ୍ୱାରା ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ କିପରି ମଜବୁତ୍‌ ହୁଏ?

  • କୌଣସି ବ୍ୟକ୍ତିଙ୍କୁ ବିବାହ କରିବା ପୂର୍ବରୁ ତାଙ୍କ ‘ହୃଦୟର ଗୁଯ୍ତ ସ୍ୱଭାବକୁ’ ଜାଣିବା କାହିଁକି ଜରୁରୀ? (୧ପିତ ୩:୪)

  • ପ୍ରକୃତ ପ୍ରେମ କʼଣ? (୧କରି ୧୩:୪-୮)

ଖ୍ରୀଷ୍ଟିୟାନମାନଙ୍କୁ ଡେଟିଙ୍ଗ୍‌ ବିଷୟରେ ଅଧିକ ତଥ୍ୟ କେଉଁଠାରୁ ମିଳିପାରିବ?

  • JW ବ୍ରୋଡ୍‌କାଷ୍ଟିଙ୍ଗ୍‌ରେ ଭିଡିଓ ସିରିଜ୍‌ (ହିନ୍ଦୀ) ବୈବାହିକ ଜୀବନ ପାଇଁ ପ୍ରସ୍ତୁତି

  • ଯୁବକଯୁବତୀମାନଙ୍କ ପ୍ରଶ୍ନ—ବ୍ୟବହାରିକ ଉତ୍ତର (ହିନ୍ଦୀ)

  • ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ (ହିନ୍ଦୀ) (“ପାରିବାରିକ ଜୀବନ” ଯାଇ “ଡେଟିଙ୍ଗ୍‌ ଓ ବିବାହ ପୂର୍ବର ସାକ୍ଷାତ” ଦେଖନ୍ତୁ।)

ପତିପତ୍ନୀଙ୍କ ପାଇଁ ଲାଭଦାୟକ ପରାମର୍ଶ କେଉଁଠାରୁ ମିଳିପାରିବ?

  • JW.ORG ୱେବ୍‌ସାଇଟ୍‌ରେ ଲେଖା (ବାଇବଲରୁ ଜାଣନ୍ତୁ > ପରିବାର ପାଇଁ ସାହାଯ୍ୟ ଦେଖନ୍ତୁ।)

  • ଆପଣଙ୍କ ପରିବାର ସୁଖୀ ହୋଇପାରିବ ପୁସ୍ତିକା

  • ପାରିବାରିକ ସୁଖର ରହସ୍ୟ (ହିନ୍ଦୀ) ବହି

  • ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ (ହିନ୍ଦୀ) (“ପାରିବାରିକ ଜୀବନ” ଯାଇ “ବୈବାହିକ ଜୀବନ” ଦେଖନ୍ତୁ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ