୨୫-୩୧ ଡିସେମ୍ବର
ମଲାଖି ୧-୪
ଗୀତ ୨୯ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“କʼଣ ଆପଣଙ୍କ ବୈବାହିକ ଜୀବନକୁ ଦେଖି ଯିହୋବା ଖୁସି ହୁଅନ୍ତି?”: (୧୦ ମି.)
[ମଲାଖି ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।]
ମଲାଖି ୨:୧୩, ୧୪—ଯଦି କେହି ନିଜ ଜୀବନସାଥୀଙ୍କ ସହିତ ବିଶ୍ୱାସଘାତ କରେ, ଯିହୋବା ତାହା ଘୃଣା କରନ୍ତି (ଯିହୋବାଙ୍କ ଦିନ (ହିନ୍ଦୀ) ୧୨୫-୧୨୬ ପୃଷ୍ଠା ¶୪-୫)
ମଲାଖି ୨:୧୫, ୧୬—ନିଜ ଜୀବନସାଥୀଙ୍କ ପ୍ରତି ବିଶ୍ୱସ୍ତ ରହନ୍ତୁ (ପ୍ର୦୨-ହି ୫/୧ ୧୮ ¶୧୯)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ମଲାଖି ୧:୧୦—ଈଶ୍ୱର ଓ ପଡ଼ୋଶୀମାନଙ୍କ ପ୍ରତି ଆମ ନିଃସ୍ୱାର୍ଥ ପ୍ରେମ ଯୋଗୁଁ ଆମେ ଯିହୋବାଙ୍କ ଉପାସନା ଓ ପ୍ରଚାର କରିବା ପାଇଁ କାହିଁକି ପ୍ରେରିତ ହେବା ଉଚିତ୍? (ଅଧ୍ୟୟନ ଲେଖା ପୁସ୍ତିକା ୦୭ (ହିନ୍ଦୀ) ୨୯ ପୃଷ୍ଠା ¶୧)
ମଲାଖି ୩:୧—ଏହି ପଦରେ ଦିଆଯାଇଥିବା ଭବିଷ୍ୟତବାଣୀ ପ୍ରଥମ ଶତାବ୍ଦୀରେ ଏବଂ ଆଜି ଆମ ସମୟରେ କିପରି ପୂରଣ ହୋଇଛି? (ପ୍ର୧୩-ହି ୭/୧୫ ୧୦-୧୧ ¶୫-୬)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ମଲାଖି ୧:୧-୧୦
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ୧କରି ୧୫:୨୬—ସତ୍ୟ ଶିଖାନ୍ତୁ।
ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍) ଯିଶା ୨୬:୧୯; ୨କରି ୧:୩, ୪—ସତ୍ୟ ଶିଖାନ୍ତୁ। (ସପୁ୧୬.୦୮-ହି ୮ ପୃଷ୍ଠା ¶୨ ଦେଖନ୍ତୁ।)
ଭାଷଣ: (୬ ମି. କିମ୍ବା ତାʼଠାରୁ କମ୍) ଅଧ୍ୟୟନ ଲେଖା ପୁସ୍ତିକା ୦୭ (ହିନ୍ଦୀ) ୩୦ ପୃଷ୍ଠା ¶୨—ବିଷୟବସ୍ତୁ: ଆଜି ଆମେ କେଉଁ ଅର୍ଥରେ ଭଣ୍ଡାରକୁ ସମସ୍ତ ଦଶମାଂଶ ନେଇ ଆସିଥାଉ?
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ପ୍ରକୃତ ପ୍ରେମ କʼଣ?”: (୧୫ ମି.) ପ୍ରଶ୍ନ-ଉତ୍ତର।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୩୦ ଅଧ୍ୟା. ¶୧-୯
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୩ ଏବଂ ପ୍ରାର୍ଥନା