ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ଡିସେମ୍ବର ପୃଷ୍ଠା ୪
  • ‘ପର୍ବତଗଣର ଉପତ୍ୟକାରେ’ ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ପର୍ବତଗଣର ଉପତ୍ୟକାରେ’ ରହନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ଡିସେମ୍ବର ପୃଷ୍ଠା ୪
ଲୋକମାନେ “ପର୍ବତଗଣର ଉପତ୍ୟକା” ଦେଇ ଚାଲୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯିଖରୀୟ ୯-୧୪

‘ପର୍ବତଗଣର ଉପତ୍ୟକାରେ’ ରହନ୍ତୁ

୧୪:୩-୫

୧୯୧୪ ଖ୍ରୀଷ୍ଟାବ୍ଦରେ ଯିହୋବା ସ୍ଥାପନ କରିଥିବା ଖ୍ରୀଷ୍ଟୀୟ ରାଜ୍ୟ ତାହାଙ୍କ ବିଶ୍ୱବ୍ୟାପୀ ଶାସନର ଏକ ଛୋଟ “ପର୍ବତ” ଅଟେ। ସେସମୟରେ ଏହି ପର୍ବତ ଦୁଇ ଭାଗ ହୋଇ ଏଥିରେ “ଅତି ବୃହତ ଏକ ଉପତ୍ୟକା” ସୃଷ୍ଟି ହେଲା। ୧୯୧୯ ଖ୍ରୀଷ୍ଟାବ୍ଦରୁ ଯିହୋବାଙ୍କ ସେବକମାନେ ‘ପର୍ବତଗଣର ଉପତ୍ୟକାରେ’ ଆଶ୍ରୟ ନେଉଛନ୍ତି

ଲୋକମାନେ କିପରି ଆଜି ‘ଉପତ୍ୟକା ଦେଇ ପଳାୟନ କରି’ ଆଶ୍ରୟ ନେଉଛନ୍ତି?

୧୪:୧୨, ୧୫

ଏହି ଲାକ୍ଷଣିକ ଉପତ୍ୟକାରେ ଆଶ୍ରୟ ନେଉ ନ ଥିବା ଲୋକମାନଙ୍କୁ ହର୍ମିଗିଦ୍ଦୋନ୍‌ରେ ବିନାଶ କରି ଦିଆଯିବ

ମୁଁ କିପରି ଏହି ଉପତ୍ୟକାରେ ରହି ସୁରକ୍ଷା ପାଇପାରିବି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ