୧୮-୨୪ ଡିସେମ୍ବର
ଯିଖରୀୟ ୯-୧୪
ଗୀତ ୪୯ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“‘ପର୍ବତଗଣର ଉପତ୍ୟକାରେ’ ରହନ୍ତୁ”: (୧୦ ମି.)
ଯିଖ ୧୪:୩, ୪—‘ଅତି ବୃହତ ଉପତ୍ୟକା’ ଈଶ୍ୱରଙ୍କଠାରୁ ମିଳିବାକୁ ଯାଉଥିବା ସୁରକ୍ଷାକୁ ସୂଚିତ କରେ (ପ୍ର୧୩-ହି ୨/୧୫ ୧୯ ¶୧୦)
ଯିଖ ୧୪:୫—ଯେଉଁମାନେ ‘ଉପତ୍ୟକା ଦେଇ ପଳାୟନ କରନ୍ତି’ ଏବଂ ଉପତ୍ୟକାରେ ହିଁ ରହନ୍ତି, ସେମାନଙ୍କୁ ସୁରକ୍ଷା ମିଳେ (ପ୍ର୧୩-ହି ୨/୧୫ ୨୦ ¶୧୩)
ଯିଖ ୧୪:୬, ୭, ୧୨, ୧୫—ଯିହୋବାଙ୍କ ଉପତ୍ୟକାରେ ଆଶ୍ରୟ ନେଉ ନ ଥିବା ଲୋକମାନଙ୍କୁ ବିନାଶ କରି ଦିଆଯିବ (ପ୍ର୧୩-ହି ୨/୧୫ ୨୦ ¶୧୫)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଯିଖ ୧୨:୩—ଯିହୋବା କିପରି ‘ଯିରୂଶାଲମକୁ ଭାର ସ୍ୱରୂପ ପ୍ରସ୍ତର କରିବେ’? (ଅଧ୍ୟୟନ ଲେଖା ପୁସ୍ତିକା ୦୭ (ହିନ୍ଦୀ) ୨୫ ପୃଷ୍ଠା ¶୯-୧୦)
ଯିଖ ୧୨:୭—ଯିହୋବା କାହିଁକି “ପ୍ରଥମରେ ଯିହୁଦାର ତମ୍ବୁସବୁକୁ ଉଦ୍ଧାର କରିବେ”? (ଅଧ୍ୟୟନ ଲେଖା ପୁସ୍ତିକା ୦୭ (ହିନ୍ଦୀ) ୨୭ ପୃଷ୍ଠା ¶୧୩)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଯିଖ ୧୨:୧-୧୪
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) T-37 ଟ୍ରାକ୍ଟ (ପ୍ରକାଶନ କିପରି ଦେବା-୨)—ଘରମାଲିକଙ୍କୁ ଆମ ସଭାଗୁଡ଼ିକୁ ନିମନ୍ତ୍ରଣ କରନ୍ତୁ।
ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍) T-37 ଟ୍ରାକ୍ଟ (ପ୍ରକାଶନ କିପରି ଦେବା-୨)—ପୁନଃସାକ୍ଷାତ କିପରି କରାଯାଏ ଦେଖାନ୍ତୁ ଏବଂ ଘରମାଲିକଙ୍କୁ ଆମ ସଭାଗୁଡ଼ିକୁ ନିମନ୍ତ୍ରଣ କରନ୍ତୁ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଯିହୋବାଙ୍କ ଇଚ୍ଛା ପାଠ ୫—ବିଦ୍ୟାର୍ଥୀଙ୍କୁ ଆମ ସଭାଗୁଡ଼ିକୁ ନିମନ୍ତ୍ରଣ କରନ୍ତୁ।
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ସଂଗଠନକୁ ମିଳିଥିବା ସଫଳତା: (୭ ମି.) ଡିସେମ୍ବର ମାସ ପାଇଁ ଭିଡିଓ, ସଂଗଠନକୁ ମିଳିଥିବା ସଫଳତା (ହିନ୍ଦୀ) ଦେଖାନ୍ତୁ।
“ସଯ୍ତାହ ମଝିରେ ହେଉଥିବା ସଭାରେ କିଛି ନୂଆ!”: (୮ ମି.) ଆଲୋଚନା। ବେଥଫାଗୀ, ଜୀତ ପର୍ବତ ଓ ଯିରୂଶାଲମ (ହିନ୍ଦୀ) ନାମକ ମୂକ ଭିଡିଓ ଦେଖାନ୍ତୁ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୯ ଅଧ୍ୟା. ¶୧୬-୨୧, ୨୯୯ ପୃଷ୍ଠାର ବକ୍ସ
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୪୨ ଏବଂ ପ୍ରାର୍ଥନା