ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୬୦
  • ହେବ ରକ୍ଷା ଜୀବନର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ହେବ ରକ୍ଷା ଜୀବନର
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଶୁଣି ଅନୁକରଣ କର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ସତ୍ୟକୁ ନିଜର କର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ବଢ଼ିଚାଲ ସାକ୍ଷୀଗଣ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ସନ୍ତାନ ଯିହୋବାଙ୍କର ଆଶିଷ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୬୦

ଗୀତ ୬୦

ହେବ ରକ୍ଷା ଜୀବନର

(ଯିହିଜିକଲ ୩:୧୭-୧୯)

  1. ୧. ସମୟ ନିକଟ,

    ଯିହୋବାଙ୍କ କ୍ରୋଧର ।

    ଶୁଣିଲେ ତାଙ୍କ ଆଜ୍ଞା,

    ମିଳିବ ସୁରକ୍ଷା ।

    (ଘୋଷା)

    ହେବ ରକ୍ଷା ଜୀବନର,

    ଅନ୍ୟ ସହ ଆମର ।

    ଶୁଣିବ ଯିଏ ସଂଦେଶ,

    ବଞ୍ଚାଇବେ ତାଙ୍କୁ ନିଶ୍ଚେ,

    ଯିହୋବା ।

  2. ୨. ଦେଶରୁ ବିଦେଶ

    କରିବା ଆମେ ପ୍ରଚାର୍‌,

    ହୁଅ ପିତାଙ୍କ ମିତ୍ର,

    ଅଛି କମ୍‌ ସମୟ ।

    (ଘୋଷା)

    ହେବ ରକ୍ଷା ଜୀବନର,

    ଅନ୍ୟ ସହ ଆମର ।

    ଶୁଣିବ ଯିଏ ସଂଦେଶ,

    ବଞ୍ଚାଇବେ ତାଙ୍କୁ ନିଶ୍ଚେ,

    ଯିହୋବା ।

    (ବିଶେଷ ପଂକ୍ତି)

    ଜଗତ ଏହା ଜାଣୁ,

    ମୁଖ୍ୟ ଅଟେ ଏବିଷୟ ।

    ହଁ ହେବ, ପ୍ରାଣ ରକ୍ଷା,

    ଶିଖି ଓ ମାନିଲେ ସତ୍ୟ ।

    (ଘୋଷା)

    ହେବ ରକ୍ଷା ଜୀବନର,

    ଅନ୍ୟ ସହ ଆମର ।

    ଶୁଣିବ ଯିଏ ସଂଦେଶ,

    ବଞ୍ଚାଇବେ ତାଙ୍କୁ ନିଶ୍ଚେ,

    ଯିହୋବା ।

(୨ ବଂଶା. ୩୬:୧୫; ଯିଶା. ୬୧:୨; ଯିହି. ୩୩:୬; ୨ ଥେସ. ୧:୮ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ