ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୩୪
  • ସନ୍ତାନ ଯିହୋବାଙ୍କର ଆଶିଷ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସନ୍ତାନ ଯିହୋବାଙ୍କର ଆଶିଷ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଆପଣ ନିଜ ଭାଇଭଉଣୀମାନଙ୍କ ଉପରେ ଭରସା କରିପାରିବେ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ତୁମେ ନିଜ ପୁତ୍ରକୁ ଦେଲ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ହେବ ରକ୍ଷା ଜୀବନର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ବାର୍ତ୍ତା ବିତରଣ ପାଇଁ ପ୍ରସ୍ତୁତ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୩୪

ଗୀତ ୧୩୪

ସନ୍ତାନ ଯିହୋବାଙ୍କର ଆଶିଷ

(ଗୀତସଂହିତା ୧୨୭:୩-୫)

  1. ୧. ଆସେ ଖୁସିର ସମୟ

    ଯେବେ ମାଁ ଜନ୍ମ ଦିଏ ସନ୍ତାନ

    ଏ କଥା ଭୁଲିବାନି ଆମେ

    ଯିହୋବାଙ୍କ ଯେ ଆଶିଷ

    ଶିଶୁ କେବଳ ଆମ ନୁହେଁ

    ଦେଇଛନ୍ତି ଦାୟିତ୍ୱ ଯିହୋବା

    ନିର୍ଦ୍ଦେଶ ମିଳେ ମାଁ ବାପାଙ୍କୁ

    ସମ୍ଭାଳିବା ମିଶିକି ଦୁହେଁ

    (ଘୋଷା)

    ପ୍ରଭୁ ଦେଲେ ଅମୂଲ୍ୟ ରତ୍ନ

    ଜନ୍ମରୁ ଯେ ନେବା ଯତ୍ନ

    ତୁଲାଇବା ଦାୟିତ୍ୱ ଆମେ

    ଶିକ୍ଷା ଦେବା ଯିହୋବାଙ୍କ

  2. ୨. ଯିହୋବାଙ୍କର ଆଦେଶ

    ବସାଇବା ପିଲାଙ୍କ ମନରେ

    ଶିଖାଇ ଈଶ୍ୱର ବଚନ

    ଭରିବା ପିଲାଙ୍କ ହୃଦେ

    ବୁଝାଇବା ପ୍ରେମର ସହ

    ମନେ ରଖିବେ ଯେ ସବୁବେଳେ

    ରହି ସେ ବିଶ୍ୱସ୍ତ ଜୀବନେ

    ହେବେ ସେ ଦିନେ ବୁଦ୍ଧିମାନ

    (ଘୋଷା)

    ପ୍ରଭୁ ଦେଲେ ଅମୂଲ୍ୟ ରତ୍ନ

    ଜନ୍ମରୁ ଯେ ନେବା ଯତ୍ନ

    ତୁଲାଇବା ଦାୟିତ୍ୱ ଆମେ

    ଶିକ୍ଷା ଦେବା ଯିହୋବାଙ୍କ

(ଦ୍ୱିବି. ୬:୬, ୭; ଏଫି. ୬:୪; ୧ ତୀମ. ୪:୧୬ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ