ଫେବୃୟାରୀ ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା, ଫେବୃୟାରୀ ୨୦୧୯ ପ୍ରଚାର କରିବାର ନମୁନା ୪-୧୦ ଫେବୃୟାରୀ ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୧-୩ ଆପଣଙ୍କ ବିବେକକୁ ତାଲିମ ଦେବା ଜାରି ରଖନ୍ତୁ ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ କʼଣ ଆପଣ ଈଶ୍ୱରଙ୍କ ଅଦୃଶ୍ୟ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତି? ୧୧-୧୭ ଫେବୃୟାରୀ ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୪-୬ ଈଶ୍ୱର ଆମ ପାଇଁ ନିଜ ପ୍ରେମର ପ୍ରମାଣ ଦେଲେ ୧୮-୨୪ ଫେବୃୟାରୀ ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୭-୮ କʼଣ ଆପଣ ‘ଏକାନ୍ତ ଆକାଂକ୍ଷାରେ ଅପେକ୍ଷା କରୁଛନ୍ତି’? ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ ଧୈର୍ଯ୍ୟ ଓ ବ୍ୟଗ୍ରତାର ସହ ଅପେକ୍ଷା କରନ୍ତୁ ୨୫ ଫେବୃୟାରୀ–୩ ମାର୍ଚ୍ଚ ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୯-୧୧ ଜୀତ ବୃକ୍ଷର ଦୃଷ୍ଟାନ୍ତ ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ଉନ୍ନତି ନ କରୁଥିବା ବିଦ୍ୟାର୍ଥୀଙ୍କ ଅଧ୍ୟୟନ ବନ୍ଦ କରନ୍ତୁ