ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଫେବୃୟାରୀ ପୃଷ୍ଠା ୪
  • ଈଶ୍ୱର ଆମ ପାଇଁ ନିଜ ପ୍ରେମର ପ୍ରମାଣ ଦେଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱର ଆମ ପାଇଁ ନିଜ ପ୍ରେମର ପ୍ରମାଣ ଦେଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ମୁକ୍ତିର ମୂଲ୍ୟ—ଈଶ୍ୱରଙ୍କର ସବୁଠାରୁ ଶ୍ରେଷ୍ଠ ଉପହାର
    ବାଇବଲ ଆମକୁ କʼଣ ଶିଖାଏ?
  • ମୁକ୍ତିର ମୂଲ୍ୟ ଦେବା ପୂର୍ବରୁ ପାପ କ୍ଷମା କରାଗଲା
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ମୁକ୍ତିର ମୂଲ୍ୟରୁ ଆମେ କʼଣ ଶିଖୁ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଫେବୃୟାରୀ ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୪-୬

ଈଶ୍ୱର ଆମ ପାଇଁ ନିଜ ପ୍ରେମର ପ୍ରମାଣ ଦେଲେ

୫:୮, ୧୮, ୨୧

ଯିହୋବା ଆମକୁ ମୁକ୍ତିର ମୂଲ୍ୟ ରୂପେ ଯେଉଁ ଉପହାର ଦେଇଛନ୍ତି, ତାʼ ଯୋଗୁଁ କିଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହେବ । ଯେପରି— ତାହାଙ୍କ ନାମରେ ଲାଗିଥିବା କଳଙ୍କ ଦୂର କରାଯିବ ଏବଂ ପ୍ରମାଣିତ ହୋଇଯିବ ଯେ କେବଳ ତାହାଙ୍କଠାରେ ଶାସନ କରିବାର ଅଧିକାର ରହିଛି । ମୁକ୍ତିର ମୂଲ୍ୟ ଯୋଗୁଁ ହିଁ ଆମେ ଆଜି ଯିହୋବାଙ୍କ ମିତ୍ର ହୋଇପାରୁ ଏବଂ ଆମକୁ ଭବିଷ୍ୟତରେ ଅନନ୍ତ ଜୀବନର ଆଶା ମିଳିପାରିଛି ।

ଆମେ ମୁକ୍ତିର ମୂଲ୍ୟ ପାଇଁ କିପରି ନିଜ କୃତଜ୍ଞତା ଦେଖାଇପାରିବା?

  • ଜଣେ ବ୍ୟକ୍ତି ବାଯ୍ତି ନେଉଛନ୍ତି

    ଆମେ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବା ଏବଂ ବାଯ୍ତିସ୍ମ ନେବା । ଏପରି କରିବା ଦ୍ୱାରା ଆମେ ଦେଖାଇପାରିବା ଯେ ଆମେ ମୁକ୍ତିର ମୂଲ୍ୟ ଉପରେ ବିଶ୍ୱାସ କରୁ ଏବଂ ଆମେ ଯିହୋବାଙ୍କର ହେବାକୁ ଚାହୁଁ

  • ଦୁଇ ଜଣ ଭାଇ ସୁସମାଚାର ଚାର କରୁଛନ୍ତି

    ଆମେ ରାଜ୍ୟର ସୁସମାଚାର ପ୍ରଚାର କରିବା । ଏହି କାମ କରିବା ଦ୍ୱାରା ଆମେ ଦେଖାଇବା ଯେ ଯିହୋବାଙ୍କ ଭଳି ଆମେ ସବୁ ଲୋକମାନଙ୍କୁ ପ୍ରେମ କରୁ ।—ମାଥି ୨୨:୩୯; ଯୋହ ୩:୧୬

ଯଦି ମୁଁ ମୁକ୍ତିର ମୂଲ୍ୟ ପାଇଁ କୃତଜ୍ଞ, ତେବେ ମୁଁ ଆଉ କʼଣ କʼଣ କରିବି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ