ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୬
  • ୨୭ ମାର୍ଚ୍ଚ–୨ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୭ ମାର୍ଚ୍ଚ–୨ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୬

୨୭ ମାର୍ଚ୍ଚ–୨ ଏପ୍ରିଲ୍‌

୨ ବଂଶାବଳୀ ୫-୭

  • ଗୀତ ୧୨୯ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଏହି ଭବନ ସର୍ବଦା ମୋ ହୃଦୟର ନିକଟରେ ରହିବ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ୨ବଂଶା ୬:୨୯, ୩୦—ଶଲୋମନ ନିଜ ପ୍ରାର୍ଥନାରେ ଯେଉଁ କଥା କହିଲେ, ସେଥିରୁ ଆମକୁ କିପରି ସାନ୍ତ୍ୱନା ମିଳେ ? (ପ୍ର୧୧-ହି ୪/୧ ପୃ ୧୯ ¶୭)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ୨ବଂଶା ୬:୨୮-୪୨ (ଶିଖାଇବା ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ସ୍ମାରକ ନିମନ୍ତ୍ରଣ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୩)

  • ପୁନଃସାକ୍ଷାତ: (୪ ମି.) ସ୍ମାରକର ଭାଷଣ ଶେଷ ହେବା ପରେ ସେହି ବ୍ୟକ୍ତିଙ୍କ ସହ କଥା ହୁଅନ୍ତୁ ଯାହାକୁ ଆପଣ ଡାକିଛନ୍ତି । କାର୍ଯ୍ୟକ୍ରମ ବିଷୟରେ ତାଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୭)

  • ଭାଷଣ: (୫ ମି.) ପ୍ର୯୩-ହି ୫/୧ ପୃ ୩୨—ବିଷୟ: ଯଦି କିଛି କାରଣ ଯୋଗୁଁ ଆମେ ସ୍ମାରକରେ ଆସିପାରୁନୁ, ତାହେଲେ ଆମେ କʼଣ କରିବା ଉଚିତ୍‌ ? (ଶିଖାଇବା ଅଧ୍ୟୟନ ୧୮)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୩୬

  • “ନିଜ ହୃଦୟର ରକ୍ଷା କର”: (୧୦ ମି.) ଆଲୋଚନା ଓ ଭିଡିଓ ।

  • ମଣ୍ଡଳୀର ଆବଶ୍ୟକତା: (୫ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୪୧ ପଏଣ୍ଟ ନଂ. ୫ ଏବଂ ଆମେ କʼଣ ଶିଖିଲୁ ?, ଆପଣ କʼଣ କହିବେ ? ଏବଂ ଲକ୍ଷ୍ୟ

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୩୪ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ