ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ମାର୍ଚ୍ଚ ପୃଷ୍ଠା ୮
  • ଚିଠିର ନମୁନା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଚିଠିର ନମୁନା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ‘ପ୍ରଚାର କରିବାର ନମୁନାର’ କିପରି ବ୍ୟବହାର କରିବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ମାର୍ଚ୍ଚ ପୃଷ୍ଠା ୮

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଚିଠିର ନମୁନା

  • ନିଜର ଠିକଣା ଦିଅନ୍ତୁ, ଯାହାଫଳରେ ଆପଣଙ୍କ ପାଖକୁ ମଧ୍ୟ ଚିଠି ଆସିପାରିବ । ଯଦି ଆପଣଙ୍କୁ ଲାଗେ ଯେ ନିଜ ଠିକଣା ଦେବା ଠିକ୍‌ ହେବ ନାହିଁ, ତେବେ ଆପଣ ରାଜ୍ୟଘରର ଠିକଣା ଦେଇପାରିବେ, କିନ୍ତୁ କେବଳ ପ୍ରାଚୀନମାନଙ୍କ ଅନୁମତି ପାଇବା ପରେ । ଆପଣ କେବେ ମଧ୍ୟ ଶାଖା କାର୍ଯ୍ୟାଳୟର ଠିକଣା ଦେବା ଉଚିତ୍‌ ନୁହେଁ ।

  • ଯଦି ଆପଣ ବ୍ୟକ୍ତିଙ୍କ ନାମ ଜାଣନ୍ତି, ତେବେ ଚିଠିରେ ତାଙ୍କ ନାମ ଉଲ୍ଲେଖ କରନ୍ତୁ । ଫଳରେ ଚିଠି ପଢ଼ୁଥିବା ବ୍ୟକ୍ତିଙ୍କୁ ଲାଗିବ ନାହିଁ ଯେ ଆପଣ କୌଣସି ଜିନିଷ ବିକିବା ଉଦ୍ଦେଶ୍ୟରେ ଲେଖୁଛନ୍ତି ।

  • ବନାନ୍‌, ବ୍ୟାକରଣ ଓ ବିରାମ ଚିହ୍ନଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ । ଚିଠି ସଫାସୁତୁରା ହେବା ଉଚିତ୍‌, ଅପରିଷ୍କାର ଦେଖାଯିବା ଉଚିତ୍‌ ନୁହେଁ । ଯଦି ଆପଣ ହାତରେ ଲେଖୁଛନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେପରି ତାହା ସହଜରେ ପଢ଼ିହେବ । ଆପଣଙ୍କ ଭାଷା ନା ଅତ୍ୟଧିକ ଔପଚାରିକ ହେବା ଉଚିତ୍‌, ନା ବେପରୁଆ ହେବା ଉଚିତ୍‌ ।

ଉପରେ ଦିଆଯାଇଥିବା କଥାଗୁଡ଼ିକୁ ଧ୍ୟାନରେ ରଖି, ଏଠାରେ ନମୁନା ଭାବେ ଏକ ଚିଠି ଲେଖାଯାଇଛି । ଆପଣ ଯେତେବେଳେ ମଧ୍ୟ ସାକ୍ଷ୍ୟ ଦେବା ପାଇଁ କୌଣସି ଚିଠି ଲେଖନ୍ତି, ଆପଣ ଅବିକଳ ଏହି ଚିଠି ଭଳି ଲେଖିବା ଉଚିତ୍‌ ନୁହେଁ । ଆପଣ ନିଜ ଅଞ୍ଚଳର ପରିସ୍ଥିତି ଓ ପ୍ରଥାଗୁଡ଼ିକୁ ଧ୍ୟାନରେ ରଖିପାରିବେ ଏବଂ ଆପଣ ଯେଉଁ ଉଦ୍ଦେଶ୍ୟରେ ଚିଠି ଲେଖୁଛନ୍ତି, ତାʼ ମୁତାବକ ଚିଠିରେ ପରିବର୍ତ୍ତନ ଆଣିପାରିବେ ।

ଚିଠିର ନମୁନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ