ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ମାର୍ଚ୍ଚ ପୃଷ୍ଠା ୬
  • ୨୫-୩୧ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୫-୩୧ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ମାର୍ଚ୍ଚ ପୃଷ୍ଠା ୬

୨୫-୩୧ ମାର୍ଚ୍ଚ

୧ କରିନ୍ଥୀୟ ୪-୬

  • ଗୀତ ୧୨୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ”: (୧୦ ମି.)

    • ୧କରି ୫:୧, ୨—କରିନ୍ଥର ମଣ୍ଡଳୀ ଏପରି ଏକ ଦୋଷୀକୁ ପ୍ରଶ୍ରୟ ଦେଇଥିଲା, ଯିଏ ପଶ୍ଚାତାପ କରୁ ନ ଥିଲା

    • ୧କରି ୫:୫-୮, ୧୩—ପାଉଲ କହିଲେ ଯେ ସେହି ‘ଖମୀରକୁ’ ମଣ୍ଡଳୀ ନିଜ ମଧ୍ୟରୁ ବାହାର କରିଦେଉ ଏବଂ ଦୋଷୀକୁ ଶୟତାନର ହାତରେ ସମର୍ପି ଦେଉ (ଇନସାଇଟ୍‌-୨ ୨୩୦, ୮୬୯-୮୭୦)

    • ୧କରି ୫:୯-୧୧—ମଣ୍ଡଳୀ ଏପରି ଲୋକଙ୍କ ସହ ସଙ୍ଗତି କରିବା ଉଚିତ୍‌ ନୁହେଁ, ଯେଉଁମାନେ ପଶ୍ଚାତାପ କରନ୍ତି ନାହିଁ [ପ୍ରେମରେ ସ୍ଥିର (ହିନ୍ଦୀ) ୨୪୧, ଅଧିକ ବିବରଣୀ “ବହିଷ୍କାରର ବ୍ୟବସ୍ଥା”]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ୧କରି ୪:୯—ଈଶ୍ୱରଙ୍କ ସେବକମାନେ ସ୍ୱର୍ଗଦୂତମାନଙ୍କ ନିକଟରେ କିପରି “କୌତୁକର ବିଷୟ” ହେଉଛନ୍ତି? (ପ୍ର୦୯-ହି ୫/୧୫ ୨୪ ¶୧୬)

    • ୧କରି ୬:୩—ପାଉଲ ଯେତେବେଳେ ଲେଖିଲେ, ‘ଆମ୍ଭେମାନେ ଦୂତମାନଙ୍କର ବିଚାର କରିବା,’ ସେ ହୁଏତ କେଉଁ ବିଷୟରେ କହୁଥିଲେ? (ଇନସାଇଟ୍‌-୨ ୨୧୧)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ୧କରି ୬:୧-୧୪ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୧)

  • ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍‌) ପ୍ରେମରେ ସ୍ଥିର (ହିନ୍ଦୀ) ୪୪ (ଶିଖାଇବା ଅଧ୍ୟୟନ ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୭୮

  • “ବାଇବଲ ବିଦ୍ୟାର୍ଥୀମାନଙ୍କୁ ଭିଡିଓ ଦେଖାଇ ଶିଖାନ୍ତୁ”: (୧୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ, ଯେଉଁଥିରେ ଜଣେ ଭଉଣୀ ନିଜ ବିଦ୍ୟାର୍ଥୀଙ୍କୁ ଶିଖାଇବା ସମୟରେ ଖୁସିର ଖବର ପୁସ୍ତିକାର ପାଠ ୪ ଉପରେ ଆଧାରିତ ଭିଡିଓ ଦେଖାନ୍ତି । ତାʼପରେ ଭିଡିଓ ଉପରେ ଆଲୋଚନା କରନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୨ ¶୧୦-୧୭, ଅଧିକ ବିବରଣୀ–୩-୫

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୯୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ