ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଅଗଷ୍ଟ ପୃଷ୍ଠା ୪
  • ଦଶଗୋଟି ମୋହରର ଦୃଷ୍ଟାନ୍ତରୁ ଶିଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଦଶଗୋଟି ମୋହରର ଦୃଷ୍ଟାନ୍ତରୁ ଶିଖନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • କʼଣ ଆପଣ ଚେତାବନୀଗୁଡ଼ିକ ଉପରେ ଧ୍ୟାନ ଦେଉଛନ୍ତି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଅଗଷ୍ଟ ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୧୯-୨୦

ଦଶଗୋଟି ମୋହରର ଦୃଷ୍ଟାନ୍ତରୁ ଶିଖନ୍ତୁ

୧୯:୧୨-୨୪

ଏହି ଦୃଷ୍ଟାନ୍ତର ଅର୍ଥ କʼଣ?

  1. ୧. ମାଲିକ ଯୀଶୁଙ୍କୁ ସୂଚାଏ

  2. ୨. ଦାସଗଣ ଯୀଶୁଙ୍କ ଅଭିଷିକ୍ତ ଶିଷ୍ୟମାନଙ୍କୁ ସୂଚାଏ

  3. ୩. ମାଲିକ ନିଜ ଦାସମାନଙ୍କୁ ଦେଇଥିବା ଧନ ଶିଷ୍ୟ କରିବାର ବହୁମୂଲ୍ୟ ସମ୍ମାନକୁ ସୂଚାଏ

ଏହି ଦୃଷ୍ଟାନ୍ତରେ ଏକ ଚେତାବନୀ ଦିଆଯାଇଛି ଯେ ଯଦି ଖ୍ରୀଷ୍ଟଙ୍କ ଅଭିଷିକ୍ତ ଶିଷ୍ୟମାନେ ଦୁଷ୍ଟ ଦାସର ଗୁଣଗୁଡ଼ିକୁ ନିଜଠାରେ ବଢ଼ାନ୍ତେ, ତେବେ କʼଣ ହୋଇଥାʼନ୍ତା । ଯୀଶୁ ଚାହାନ୍ତି ଯେ ତାହାଙ୍କ ଶିଷ୍ୟମାନେ ସେମାନଙ୍କ ସମୟ, ଶକ୍ତି ଓ ସମ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ଶିଷ୍ୟ କରିବାରେ ଲଗାନ୍ତୁ ।

ଶିଷ୍ୟ କରିବା କାମରେ ମୁଁ ବିଶ୍ୱସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ଭଳି କିପରି ହୋଇପାରିବି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ