ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଅଗଷ୍ଟ ପୃଷ୍ଠା ୪
  • ୧୩-୧୯ ଅଗଷ୍ଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୩-୧୯ ଅଗଷ୍ଟ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଅଗଷ୍ଟ ପୃଷ୍ଠା ୪

୧୩-୧୯ ଅଗଷ୍ଟ

ଲୂକ ୧୯-୨୦

  • ଗୀତ ୧୫୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଦଶଗୋଟି ମୋହରର ଦୃଷ୍ଟାନ୍ତରୁ ଶିଖନ୍ତୁ”: (୧୦ ମି.)

    • ଲୂକ ୧୯:୧୨, ୧୩—“ଜଣେ କୁଳୀନ ବ୍ୟକ୍ତି” ନିଜ ଦାସମାନଙ୍କୁ କହିଲେ ଯେ ତାଙ୍କ ଫେରିବା ପର୍ଯ୍ୟନ୍ତ ସେମାନେ ବେପାର କରନ୍ତୁ [ଯୀଶୁ ହିଁ ପଥ (ଇଂରାଜୀ) ୨୩୨ ¶୨-୪]

    • ଲୂକ ୧୯:୧୬-୧୯—ବିଶ୍ୱସ୍ତ ଦାସମାନଙ୍କର ଭିନ୍ନ ଭିନ୍ନ ସାମର୍ଥ୍ୟ ଥିଲା, କିନ୍ତୁ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକେ ପୁରସ୍କାର ପାଇଲେ [ଯୀଶୁ ହିଁ ପଥ (ଇଂରାଜୀ) ୨୩୨ ¶୭]

    • ଲୂକ ୧୯:୨୦-୨୪—କିଛି କାମ କରି ନ ଥିବା ଦୁଷ୍ଟ ଦାସକୁ କ୍ଷତି ସହିବାକୁ ପଡ଼ିଲା [ଯୀଶୁ ହିଁ ପଥ (ଇଂରାଜୀ) ୨୩୩ ¶୧]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଲୂକ ୧୯:୪୩—ଯୀଶୁଙ୍କର ଏହି ଭବିଷ୍ୟତବାଣୀ କିପରି ପୂରଣ ହେଲା? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଲୂକ ୨୦:୩୮—ଯୀଶୁଙ୍କ କଥାରୁ ପୁନରୁତ୍ଥାନ ଉପରେ ଆମର ବିଶ୍ୱାସ କିପରି ବଢ଼େ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଲୂକ ୧୯:୧୧-୨୭

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ ।

  • ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ଭାଷଣ: (୬ ମି. କିମ୍ବା ତାʼଠାରୁ କମ୍‌) ପ୍ର୧୪-ହି ୮/୧୫ ୨୯-୩୦—ବିଷୟବସ୍ତୁ: ଲୂକ ୨୦:୩୪-୩୬ ପଦରେ ଲିଖିତ ଯୀଶୁଙ୍କ କଥା କʼଣ ପୃଥିବୀରେ ହେବାକୁ ଯାଉଥିବା ପୁନରୁତ୍ଥାନକୁ ସୂଚାଏ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୫

  • “ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—JW.ORG ୱେବ୍‌ସାଇଟ୍‌ ବ୍ୟବହାର କରିବାରେ”: (୧୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୫ ¶୧-୪

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୨୯ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ