ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୬୩
  • ଖୁସି ଏହି ନୟନ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଖୁସି ଏହି ନୟନ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ସତ୍ୟକୁ ନିଜର କର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଅଗ୍ରଦୂତଙ୍କ ଜୀବନ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଅନନ୍ତ ଜୀବନର ପ୍ରତିଜ୍ଞା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ମଜବୁତ୍‌ ରହିବା ଶିଖାନ୍ତୁ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୬୩

ଗୀତ ୧୬୩

ଖୁସି ଏହି ନୟନ

(ମାଥିଉ ୧୩:୧୬)

  1. ୧. ଦେଖିଲୁ ଆମେ, ଆଲୋକ

    ମିଳିଲା ସତେ, ଆନନ୍ଦ ।

    ପର୍ବତେ ଯୀଶୁ, ଶିକ୍ଷା ଦେଲେ ସତ୍ୟ ।

    ତାଙ୍କର ବାଣୀ ଅଲଗା ।

    କରିଲେ ସିଏ ପ୍ରାର୍ଥନା,

    ପାପକୁ କ୍ଷମା, ସେ କରିଲେ ନିତ୍ୟ ।

    (ଘୋଷା)

    ପିତାଙ୍କ ଆଲୋକେ,

    ସତ୍ୟ ପଥ ଦେଖେ ।

    ସ୍ୱାଧୀନ, ମୁଁ ଏ ପ୍ରକାଶେ ।

    ଖୁସିରେ ଦେଖେ, ମୋ ନୟନେ ।

  2. ୨. ହେଉ ଯେବେ ବି ଚିନ୍ତିତ,

    ପିତା ଦିଅନ୍ତି, ତାʼ ଧ୍ୟାନ ।

    ପୂରା କରିବେ, ଆମ ଆବଶ୍ୟକ ।

    କୁସୁମ ବଢ଼େ ଯେମିତି,

    ସମ୍ଭାଳିବେ ସେ ସେମିତି ।

    ଭରସା ଅଛି, ରହିବେ ନିକଟ ।

    (ଘୋଷା)

    ପିତାଙ୍କ ଆଲୋକେ,

    ସତ୍ୟ ପଥ ଦେଖେ ।

    ସ୍ୱାଧୀନ, ମୁଁ ଏ ପ୍ରକାଶେ ।

    ଖୁସିରେ ଦେଖେ, ମୋ ନୟନେ ।

  3. ୩. ପଥର ଘର, ଗଢ଼ିବା

    ଝଡ଼ରେ ଦୃଢ଼, ରହିବା

    ପିତାଙ୍କ ବାକ୍ୟ, ହଁ କରିବ ସ୍ଥିର ।

    ସତ୍ୟ ଦ୍ୱାରରେ, ପଶିବା

    ଦେବେ ଜୀବନ ଯିହୋବା

    ଦେଖିବା ଶୀଘ୍ର, ନୂତନ ସଂସାର

    (ଘୋଷା)

    ପିତାଙ୍କ ଆଲୋକେ,

    ସତ୍ୟ ପଥ ଦେଖେ ।

    ସ୍ୱାଧୀନ, ମୁଁ ଏ ପ୍ରକାଶେ ।

    ଖୁସିରେ ଦେଖେ, ମୋ ନୟନେ ।

(ମାଥି. ୭:୨୪ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ