ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୬୨
  • ମୋ ଆଧ୍ୟାତ୍ମିକ ଆବଶ୍ୟକତା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମୋ ଆଧ୍ୟାତ୍ମିକ ଆବଶ୍ୟକତା
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ବାର୍ତ୍ତା ବିତରଣ ପାଇଁ ପ୍ରସ୍ତୁତ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ‘ମୁଁ ଅଛି ମୋତେ ପଠାଅ !’
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଜୀବନ ସବୁ ଦିନର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଅଛି ଆମ ପ୍ରକୃତ ବିଶ୍ୱାସ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୬୨

ଗୀତ ୧୬୨

ମୋ ଆଧ୍ୟାତ୍ମିକ ଆବଶ୍ୟକତା

(ମାଥିଉ ୫:୩)

  1. ୧. କାହିଁକି ଏ ଜୀବନ ?

    ଆସେ ମନରେ ପ୍ରଶ୍ନ ।

    ଜାଣିବାକୁ କେତେ କଥା,

    ଆରମ୍ଭରୁ ଇଚ୍ଛା ।

    ଲେଖାଅଛି ବାକ୍ୟରେ,

    ପଢ଼ିଲେ ମିଳେ ଆଶା ।

    ନ ଶିଖିଲେ, କେତେ ଲୋକେ,

    ପାଆନ୍ତି ନିରାଶା ।

    (ଘୋଷା)

    ପିତା, ଚାଲିବି ସଦା,

    ସତ୍ୟ ପଥେ, ପ୍ରତିଦିନ

    ପିତା, ଜୀବନ ମୋର,

    ତୁମକୁ ଅର୍ପଣ ।

    ହେବ ପୂରଣ,

    ଆଧ୍ୟାତ୍ମିକତା ।

  2. ୨. ଶିଖିବି ସବୁଦିନ,

    ସତ୍ୟତାର ବଚନ ।

    କରେ ମୋତେ ହଁ ସ୍ୱାଧୀନ,

    ସତ୍ୟର ଆଲୋକ ।

    ଯେ ଖୋଲେ ମନ ଦ୍ୱାର,

    ପାଏ ସେ ମନ ଶାନ୍ତି ।

    ଶୁଣେ ଯିଏ ଶାନ୍ତି ସ୍ୱର,

    ପାଏ ସଦା ଖୁସି ।

    (ଘୋଷା)

    ପିତା, ଚାଲିବି ସଦା,

    ସତ୍ୟ ପଥେ, ପ୍ରତିଦିନ

    ପିତା, ଜୀବନ ମୋର,

    ତୁମକୁ ଅର୍ପଣ ।

    ହେବ ପୂରଣ,

    ଆଧ୍ୟାତ୍ମିକତା ।

    ପିତା, ଚାଲିବି ସଦା,

    ସତ୍ୟ ପଥେ, ପ୍ରତିଦିନ

    ପିତା, ଜୀବନ ମୋର,

    ତୁମକୁ ଅର୍ପଣ ।

    ହେବ ପୂରଣ,

    ଆଧ୍ୟାତ୍ମିକତା ।

    ପିତା, ଚାଲିବି ସଦା,

    ସତ୍ୟ ପଥେ, ପ୍ରତିଦିନ

    ପିତା, ଜୀବନ ମୋର,

    ତୁମକୁ ଅର୍ପଣ ।

    ହେବ ପୂରଣ,

    ଆଧ୍ୟାତ୍ମିକତା ।

(ମାଥି. ୫:୬; ୧୬:୨୪; ଯିଶା. ୪୦:୮; ଗୀତ. ୧:୧, ୨; ୧୧୨:୧; ୧୧୯:୯୭; ୨ ତୀମ. ୪:୪ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ