ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୫୮
  • ନମ୍ର ଲୋକଙ୍କୁ ଖୋଜନ୍ତୁ !

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନମ୍ର ଲୋକଙ୍କୁ ଖୋଜନ୍ତୁ !
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଜୀବନ ଏକ ଚମତ୍କାର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଅଗ୍ରଦୂତଙ୍କ ଜୀବନ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ମଜବୁତ୍‌ ରହିବା ଶିଖାନ୍ତୁ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ବାକ୍ୟର ପ୍ରଚାର କର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୫୮

ଗୀତ ୫୮

ନମ୍ର ଲୋକଙ୍କୁ ଖୋଜନ୍ତୁ !

(ଲୂକ ୧୦:୬)

  1. ୧. ଯୀଶୁ ଆଜ୍ଞା ଦେଲେ, ‘କର ପ୍ରଚାର ।’

    ସିଏ ଏହି କାମ କଲେ,

    ଥିଲେ ଖରା କି ବରଷା ।

    ପିତାଙ୍କ ମେଷକୁ ପ୍ରେମ କଲେ,

    ସକାଳରୁ ସଞ୍ଜ ଦେଲେ,

    ଶାନ୍ତିର ବାର୍ତ୍ତା

    ଯିବା ସବୁ ଘରଦ୍ୱାର,

    କହିବା ସମସ୍ତଙ୍କୁ ଯେ

    ‘ରହିବ ନାହିଁ ଆଉ ଦୁଃଖକଷ୍ଟ ।’

    (ଘୋଷା)

    ଖୋଜନ୍ତି ସେ

    ଯେ ଶାନ୍ତି ପାଇବାକୁ ଚାହେଁ ।

    ଦେଉ ବାର୍ତ୍ତା,

    ଶାନ୍ତିମୟ ପିତାଙ୍କଠାରୁ ।

    ଭୁଲନ୍ତିନି

    ସେ ଆମକୁ ।

  2. ୨. ସମୟ ରହେନି କାହା ପାଇଁ,

    ରହିବା ଆମେ ବି କାଇଁ,

    ଶୁଣାଇବା ସନ୍ଦେଶକୁ ।

    ପ୍ରେମ କରୁ ଆମେ ସମସ୍ତଙ୍କୁ,

    ଦେଉ ଆଶା ଯିଏ ଅଛି,

    ଦୁଃଖିତ ହୃଦେ ।

    ପାଉ ଯେବେ ନମ୍ର ଲୋକେ,

    ଭରିଯାଏ ଖୁସି ମନେ,

    ଏହି ଖୁସି ପାଇବା ଆମ ଇଚ୍ଛା ।

    (ଘୋଷା)

    ଖୋଜନ୍ତି ସେ

    ଯେ ଶାନ୍ତି ପାଇବାକୁ ଚାହେଁ ।

    ଦେଉ ବାର୍ତ୍ତା,

    ଶାନ୍ତିମୟ ପିତାଙ୍କଠାରୁ ।

    ଭୁଲନ୍ତିନି

    ସେ ଆମକୁ ।

(ଯିଶା. ୫୨:୭; ମାଥି. ୨୮:୧୯, ୨୦; ଲୂକ ୮:୧; ରୋମୀ. ୧୦:୧୦ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ