ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ll ଭାଗ ୬ ପୃଷ୍ଠା ୧୪-୧୫
  • ଜଳପ୍ରଳୟରୁ ଆମେ କʼଣ ଶିଖି ପାରିବା?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜଳପ୍ରଳୟରୁ ଆମେ କʼଣ ଶିଖି ପାରିବା?
  • ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ପ୍ରାୟ ସମାନ ଲେଖା
  • ଭାଗ ୬
    ଈଶ୍ୱରଙ୍କ ବାଣୀ ଶୁଣ
  • ଜଳପ୍ରଳୟ—କିଏ ଈଶ୍ୱରଙ୍କ କଥା ଶୁଣିଲେ ଓ କିଏ ଶୁଣିଲେ ନାହିଁ?
    ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ନୋହଙ୍କ ଜାହାଜ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
ll ଭାଗ ୬ ପୃଷ୍ଠା ୧୪-୧୫

ଭାଗ ୬

ଜଳପ୍ରଳୟରୁ ଆମେ କʼଣ ଶିଖି ପାରିବା?

ଯିହୋବା ଦୁଷ୍ଟଲୋକଙ୍କୁ ବିନାଶ କଲେ କିନ୍ତୁ ନୋହ ଏବଂ ତାହାଙ୍କ ପରିବାରକୁ ରକ୍ଷା କଲେ। ଆଦିପୁସ୍ତକ ୭:୧୧, ୧୨, ୨୩

ଜାହାଜ ଭାସୁଛି, ଦୁଷ୍ଟଲୋକମାନେ ବୁଯାଉଛନ୍ତି ଏବଂ ବିଦାହୀ ର୍ଗଦୂତମାନେ ନିଜ ମଣିଷ ଶରୀର ତ୍ୟାଗ କରୁଛନ୍ତି

୪୦ଦିନ ଓ ୪୦ରାତି ମୁଷଳଧାରାରେ ବର୍ଷା ହେଲା, ଏବଂ ପୃଥିବୀ ଜଳମଗ୍ନ ହେଲା। ଏହି ଜଳପ୍ରଳୟରେ ପୃଥିବୀର ସମସ୍ତ ଦୁଷ୍ଟଲୋକ ମରିଗଲେ।

ବିଦ୍ରୋହୀ ସ୍ୱର୍ଗଦୂତମାନେ ନିଜ ଶରୀର ତ୍ୟାଗକରି ଚାଲିଗଲେ।

ନୋହ, ତାହାଙ୍କ ପରିବାର, ଜାହାଜରୁ ବାହାରକୁ ଆସିବା ଜୀବଜ ଏବଂ ଆକାଶରେ ଏକ ଇଧନୁ

ଜାହାଜ ଭିତରେ ଥିବା ସମସ୍ତେ ବଞ୍ଚିଲେ। ଯଦ୍ୟପି ନୋହ ଏବଂ ତାହାଙ୍କ ପରିବାର ସମୟାନୁସାରେ ମରିଲେ, ତଥାପି ଈଶ୍ୱର ସେମାନଙ୍କୁ ପୁଣିଥରେ ଅନନ୍ତ ଜୀବନପାଇଁ ପୁନରୁତ୍ଥାନ କରିବେ।

ଈଶ୍ୱର ପୁଣିଥରେ ଦୁଷ୍ଟଲୋକଙ୍କର ବିନାଶ କରିବେ କିନ୍ତୁ ଭଲଲୋକଙ୍କୁ ରକ୍ଷା କରିବେ। ମାଥିଉ ୨୪:୩୭-୩୯

ଶୟତାନ ଏବଂ ତା’ର ଦୁଷ୍ଟଦୂତମାନେ ଆଜି ମଧ ବିଭି ଉପାୟରେ ଲୋକମାନଙ୍କୁ ପଥଭଷ୍ଟ କରୁଛନ୍ତି

ଶୟତାନ ଏବଂ ସେହି ଦୁଷ୍ଟଦୂତମାନେ ଆଜି ମଧ୍ୟ ଲୋକମାନଙ୍କୁ ପଥଭ୍ରଷ୍ଟ କରି ଚାଲିଛନ୍ତି।

ଅନେକ ଲୋକ ଆଜି ମଧ୍ୟ ନୋହଙ୍କ ଦିନପରି ଯିହୋବାଙ୍କ କଥା ଶୁଣୁ ନାହାନ୍ତି। ଅତି ଶୀଘ୍ର ଯିହୋବା ସମସ୍ତ ଦୁଷ୍ଟଲୋକଙ୍କୁ ବିନାଶ କରିବେ।—୨ ପିତର ୨:୫, ୬.

ଯିହୋବାଙ୍କ ସାକ୍ଷୀମାନେ ବାଇବଲ ସାହାଯ୍ୟରେ ଜଣେ ବ୍ୟକ୍ତିଙ୍କୁ ଚାର କରୁଛନ୍ତି; ଜଣେ ବ୍ୟକ୍ତି ବାଇବଲ ପଛନ୍ତି

କେତେକ ନୋହଙ୍କ ପରି ଭଲଲୋକ ଅଛନ୍ତି। ସେମାନେ ଈଶ୍ୱରଙ୍କ କଥା ଶୁଣନ୍ତି ଓ ତାହାଙ୍କ ଇଚ୍ଛାନୁସାରେ କାମ କରନ୍ତି। ସେମାନେ ହେଲେ ଯିହୋବାଙ୍କ ସାକ୍ଷୀ।

  • ଅନନ୍ତ ଜୀବନ ଆଡ଼କୁ ନେଇଯାଉଥିବା ପଥକୁ ଆପଣାନ୍ତୁ।—ମାଥିଉ ୭:୧୩, ୧୪.

  • ଦୁଷ୍ଟଲୋକଙ୍କୁ ବିନାଶ କରାଯିବ କିନ୍ତୁ ନମ୍ରଲୋକମାନେ ଶାନ୍ତିରେ ରହିବେ।—ଗୀତସଂହିତା ୩୭:୧୦, ୧୧.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ