ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ll ଭାଗ ୫ ପୃଷ୍ଠା ୧୨-୧୩
  • ଜଳପ୍ରଳୟ—କିଏ ଈଶ୍ୱରଙ୍କ କଥା ଶୁଣିଲେ ଓ କିଏ ଶୁଣିଲେ ନାହିଁ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜଳପ୍ରଳୟ—କିଏ ଈଶ୍ୱରଙ୍କ କଥା ଶୁଣିଲେ ଓ କିଏ ଶୁଣିଲେ ନାହିଁ?
  • ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ପ୍ରାୟ ସମାନ ଲେଖା
  • ନୋହଙ୍କ ଜାହାଜ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଭାଗ ୫
    ଈଶ୍ୱରଙ୍କ ବାଣୀ ଶୁଣ
  • ମାନବଜାତି ଜଳପ୍ଳାବନରୁ ରକ୍ଷା ପାଇଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
ll ଭାଗ ୫ ପୃଷ୍ଠା ୧୨-୧୩

ଭାଗ ୫

ଜଳପ୍ରଳୟ—କିଏ ଈଶ୍ୱରଙ୍କ କଥା ଶୁଣିଲେ ଓ କିଏ ଶୁଣିଲେ ନାହିଁ?

ନୋହଙ୍କ ସମୟରେ ଅଧିକାଂଶ ଲୋକମାନେ ଖରାପ କାମ କରୁଥିଲେ। ଆଦିପୁସ୍ତକ ୬:୫

ଦୁଷ୍ଟ ର୍ଗଦୂତମାନେ ମଣିଷ ଶରୀର ଧାରଣ କରି ନାରୀମାନଙ୍କ ସହିତ ଅଛନ୍ତି

ଧୀରେ ଧୀରେ ଆଦମ ଓ ହବାଙ୍କ ସନ୍ତାନ ବୃଦ୍ଧିହେଲେ ଏବଂ ପୃଥିବୀସାରା ବ୍ୟାପିଗଲେ। ଏପରି ଏକ ସମୟ ଆସିଲା ଯେତେବେଳେ କିଛି ସ୍ୱର୍ଗଦୂତ ଶୟତାନଙ୍କ ବିଦ୍ରୋହରେ ମିଶିଗଲେ।

ଏହି ଦୁଷ୍ଟସ୍ୱର୍ଗଦୂତ ମଣିଷ ଶରୀର ଧାରଣ କଲେ ଯାହାଦ୍ୱାରା ସେମାନେ ପୃଥିବୀର ନାରୀମାନଙ୍କୁ ବିବାହ କରି ପାରିବେ। ଏମାନଙ୍କ ଶାରୀରିକ ସମ୍ପର୍କରୁ ଯେଉଁ ସନ୍ତାନ ଜନ୍ମହେଲେ ସେମାନେ ଦୁଷ୍ଟ ଓ ଅତି ଶକ୍ତିଶାଳୀ ଥିଲେ।

ଜଣେ ନାରୀ ଏକ ଶିଶୁକୁ ଧରିଛି, ପିଲାଟିଏ ତାକୁ ମାରୁଛି; ଦୁଷ୍ଟ ର୍ଗଦୂତମାନଙ୍କ ସନ୍ତାନ ଅର୍ଥା ମହା ବୀରମାନେ ହିଂ କାମଗୁକ କରୁଲେ

ଏହିପରି ପୃଥିବୀ ଧୀରେ ଧୀରେ ଦୁଷ୍ଟଲୋକଙ୍କ ଦ୍ୱାରା ଭରିଗଲା। ଏହି ବିଷୟରେ ବାଇବଲ କହେ: “ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦମାତ୍ର।”

ନୋହ ଈଶ୍ୱରଙ୍କ କଥା ଶୁଣିଲେ ଏବଂ ଜାହାଜ ତିଆରି କଲେ। ଆଦିପୁସ୍ତକ ୬:୧୩, ୧୪, ୧୮, ୧୯, ୨୨

ନୋହ ଈରଙ୍କ କଥା ଶୁଣୁଛନ୍ତି

ନୋହ ଜଣେ ଭଲ ଲୋକ ଥିଲେ। ଯିହୋବା ଈଶ୍ୱର ନୋହଙ୍କୁ କହିଲେ ଯେ ସେ ଜଳପ୍ରଳୟ ଦ୍ୱାରା ସମସ୍ତ ଦୁଷ୍ଟଲୋକଙ୍କୁ ବିନାଶ କରିବାକୁ ଯାଉଛନ୍ତି।

ନୋହ ଓ ତାଙ୍କ ପରିବାର ଜାହାଜ ତିଆରି କରୁଛନ୍ତି

ଯିହୋବା ନୋହଙ୍କୁ ଗୋଟିଏ ବିରାଟ ଜାହାଜ ତିଆରି କରି, ସେଥିରେ ନିଜ ପରିବାରକୁ ଏବଂ ସମସ୍ତ ପ୍ରକାରର ଜୀବଜନ୍ତୁ ରଖିବାକୁ ମଧ୍ୟ କହିଥିଲେ।

ନୋହ ଲୋକମାନଙ୍କୁ ଆଗାମୀ ଜଳଳୟ ବିଷୟରେ ସତର୍କ କରାଉଛନ୍ତି, କି ସେମାନେ ତାଙ୍କୁ ଥଟ୍ଟା କରୁଛନ୍ତି

ନୋହ ଲୋକମାନଙ୍କୁ ଆସୁଥିବା ଜଳପ୍ରଳୟ ବିଷୟରେ କହିଲେ, କିନ୍ତୁ କେହି ଶୁଣିଲେ ନାହିଁ। କେତେକ ତାହାଙ୍କୁ ଥଟ୍ଟା ଓ ଘୃଣାକଲେ।

ନୋହ ଓ ତାଙ୍କ ପରିବାର ଜୀବଜଗୁକୁ ଏକାଠି କରି ଜାହାଜ ଭିତରକୁ ନେଉଛନ୍ତି

ଯେତେବେଳେ ଜାହାଜ ତିଆରି ହେଲା, ନୋହ ସମସ୍ତ ଜୀବଜନ୍ତୁଙ୍କୁ ଜାହାଜ ଭିତରକୁ ନେଇ ଆସିଲେ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ