ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb26 ଜୁଲାଇ ପୃଷ୍ଠା ୧୨
  • ୧୭-୨୩ ଅଗଷ୍ଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୭-୨୩ ଅଗଷ୍ଟ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
mwb26 ଜୁଲାଇ ପୃଷ୍ଠା ୧୨

୧୭-୨୩ ଅଗଷ୍ଟ

ଯିରିମୀୟ ୨୬–୨୮

ଗୀତ ୭୭ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ମିଛ ଭବିଷ୍ୟଦ୍‌ବକ୍ତାମାନଙ୍କ କଥାରେ ଆସନ୍ତୁ ନାହିଁ

(୧୦ ମି.)

ଈଶ୍ୱରଙ୍କ ଭବିଷ୍ୟଦ୍‌ବକ୍ତା ଯିରିମୀୟ ଏପରି ନିର୍ଦ୍ଦେଶ ଦେଲେ, ଯାହାକୁ ମାନି ଲୋକମାନଙ୍କର ଜୀବନ ରକ୍ଷା ହୋଇପାରିଥାʼନ୍ତା (ଯିରି ୨୬:୨-୬)

ମିଛ ଭବିଷ୍ୟଦ୍‌ବକ୍ତାମାନେ ଅନ୍ୟ କିଛି ନିର୍ଦ୍ଦେଶ ଦେଲେ (ଯିରି ୨୭:୧୪, ୧୫)

ଯିହୋବା ଆମକୁ ଯେଉଁମାନଙ୍କ ଜରିଆରେ ଶିଖାନ୍ତି, ଆମକୁ କେବଳ ସେମାନଙ୍କ କଥାକୁ ଧ୍ୟାନ ଦେବା ଉଚିତ୍‌ ଏବଂ ଆମ ଶତ୍ରୁମାନଙ୍କ କଥା ଶୁଣିବା ଉଚିତ୍‌ ନୁହଁ (ପ୍ର୨୪.୦୭ ପୃ ୧୧-୧୨ ¶୧୩-୧୫)

କିଛି ଭାଇଭଉଣୀ ଗୋଟିଏ ଜାଗାରେ ଏକାଠି ହୋଇ ଖାଉଛନ୍ତି । ଜଣେ ଭାଇ ନିଜ ଟ୍ୟାବଲେଟରେ ସୋସିଆଲ୍‌ ମିଡିଆର ଗୋଟିଏ ୱେବସାଇଟ୍‌ ଦେଖାଉଛନ୍ତି, ଯେଉଁଠି jw.org ୱେବସାଇଟ୍‌ର ଗୋଟିଏ ଭିଡିଓ ଛଡ଼ାଯାଇଛି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିରି ୨୬:୨୦-୨୩—ଯିରିମୀୟ ହୁଏତ ଊରୀୟଙ୍କଠାରୁ କʼଣ ଶିଖିଥିବେ ? (ଯିରିମୀୟ ପୃ ୧୨୨ ¶୧୮-mwbr)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିରି ୨୮:୫-୧୭ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଲୋକଙ୍କୁ ପ୍ରେମ ପୁସ୍ତିକାର ଆଉ କିଛି ପରାମର୍ଶ—କ ଭାଗରେ ଦିଆଯାଇଥିବା ବାଇବଲରୁ କୌଣସି କଥା କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)

୬. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ଜୀବନ ବହି ପାଠ ୨୦ ¶୧ ଏବଂ ପଏଣ୍ଟ ନଂ. ୧-୩ (ଲୋକଙ୍କୁ ପ୍ରେମ ପାଠ ୧୧ ପଏଣ୍ଟ ନଂ. ୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୮

୭. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୨.୧୦ ଅଧ୍ୟୟନ ଲେଖା ୪୨ ¶୧-୮

ଶେଷ ଟିପ୍ପଣୀ (୩ ମି.) | ଗୀତ ୭୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ