୧୦-୧୬ ଅଗଷ୍ଟ
ଯିରିମୀୟ ୨୪–୨୫
ଗୀତ ୧୨୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. କିଛି ଡିମିରି ଫଳ କାହିଁକି ଭଲ ଓ ଖରାପ ଥିଲା ?
(୧୦ ମି.)
ବାବିଲରେ ଯେଉଁ ଯିହୁଦୀମାନେ ଯିହୋବାଙ୍କ ଆଜ୍ଞା ମାନିଲେ, ସେମାନେ ଭଲ ଡିମିରି ଫଳ ଭଳି ଥିଲେ (ଯିରି ୨୪:୧, ୨, ୫-୭; ପ୍ର୧୩-ହି ୩/୧୫ ପୃ ୮-୯ ¶୩-୪)
ଯେଉଁ ଯିହୁଦୀମାନେ ବାରମ୍ବାର ଯିହୋବାଙ୍କ ଆଜ୍ଞା ଭାଙ୍ଗୁଥିଲେ, ସେମାନେ ଖରାପ ଡିମିରି ଫଳ ଭଳି ଥିଲେ (ଯିରି ୨୪:୮-୧୦; ପ୍ର୧୩-ହି ୩/୧୫ ପୃ ୮ ¶୩)
ଯଦି ଖ୍ରୀଷ୍ଟିୟାନମାନେ ସଚ୍ଚୋଟ ହୋଇ ନିଜକୁ ଯାଞ୍ଚ କରିବେ ଏବଂ ନିଜ ଭିତରେ ପରିବର୍ତ୍ତନ କରିବେ, ତାହେଲେ ସେମାନେ ଭଲ ଡିମିରି ଫଳ ଭଳି ହୋଇପାରିବେ (ପ୍ର୧୩-ହି ୩/୧୫ ପୃ ୧୦ ¶୧୦-୧୧)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଯିରି ୨୫:୮, ୯, ୧୨—ଯିହୋବା, ବାବିଲକୁ ନିଜ ଲୋକଙ୍କର ବିନାଶ କରିବା ପାଇଁ ନିଜ “ଦାସ” ଭାବେ ବାଛିଥିଲେ, ହେଲେ ସେ କାହିଁକି ବାବିଲକୁ ଦଣ୍ଡ ଦେଲେ ? (ଇନସାଇଟ୍ “ଈଶ୍ୱରଙ୍କ ରାଜ୍ୟ” ¶୩୬-mwbr)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଯିରି ୨୪:୧-୧୦ (ଶିଖାଇବା ଅଧ୍ୟୟନ ୫)
୪. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ଘର ଘର ପ୍ରଚାର । ଅନେକ ଲୋକ ଯେଉଁ କଥାକୁ ନେଇ ଚିନ୍ତା କରନ୍ତି, ସେହି ବିଷୟରେ ଘରମାଲିକଙ୍କ ସହିତ କଥା ହୁଅନ୍ତୁ । କିନ୍ତୁ ଯଦି ଆମକୁ ଲାଗେ ଯେ ଘରମାଲିକଙ୍କ ସହ ଅନ୍ୟ କୌଣସି ବିଷୟରେ କଥା ହେବା ଭଲ ହେବ, ତାହେଲେ ସେହି ବିଷୟରେ କଥା ହୁଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୫)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଲୋକଙ୍କୁ ପ୍ରେମ ପୁସ୍ତିକାର ଆଉ କିଛି ପରାମର୍ଶ—କ ଭାଗରେ ଦିଆଯାଇଥିବା ବାଇବଲରୁ କୌଣସି କଥା କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୫)
୬. ବାଇବଲ ଅଧ୍ୟୟନ ସମୟରେ
(୪ ମି.) ନିଜ ବିଦ୍ୟାର୍ଥୀଙ୍କର ଉତ୍ସାହ ବଢ଼ାନ୍ତୁ, ଯାହାଙ୍କୁ କୌଣସି ଖରାପ ଅଭ୍ୟାସ ଛାଡ଼ିବା ପାଇଁ କଠିନ ଲାଗୁଛି । (ଲୋକଙ୍କୁ ପ୍ରେମ ପାଠ ୧୨ ପଏଣ୍ଟ ନଂ. ୪)
ଗୀତ ୬୫
୭. ମଣ୍ଡଳୀର ଆବଶ୍ୟକତା
(୧୫ ମି.)
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୧୦ ଅଧ୍ୟୟନ ଲେଖା ୪୧ ¶୯-୧୮