ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb26 ମାର୍ଚ୍ଚ ପୃଷ୍ଠା ୪-୫
  • ୧୬-୨୨ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୬-୨୨ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
mwb26 ମାର୍ଚ୍ଚ ପୃଷ୍ଠା ୪-୫

୧୬-୨୨ ମାର୍ଚ୍ଚ

ଯିଶାଇୟ ୪୫–୪୭

ଗୀତ ୨ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ‘ଆମ୍ଭେ ହିଁ ପରମେଶ୍ୱର, ଆମ୍ଭ ତୁଲ୍ୟ କେହି ନାହିଁ’

(୧୦ ମି.)

ବାବିଲରେ ବନ୍ଦୀ ଥିବା ଇସ୍ରାଏଲୀୟମାନଙ୍କ ଗୋଟିଏ ସମୂହ ବାବିଲ ଛାଡ଼ି ଯାଉଛି ।

ଯିହୋବାଙ୍କ ଭଳି ଅନ୍ୟ କୌଣସି ଈଶ୍ୱର ନାହାନ୍ତି (ଯିଶା ୪୬:୯; ପ୍ର୨୦.୦୬-ହି ପୃ ୫ ¶୧୪)

କୌଣସି ବି ଜିନିଷ ଯିହୋବାଙ୍କୁ ତାଙ୍କ ଇଚ୍ଛା ପୂରା କରିବା ପାଇଁ ରୋକିପାରିବ ନାହିଁ (ଯିଶା ୪୬:୧୦, ୧୧; ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ପୃ ୪୨-୪୩ ¶୧୪; ପ୍ର୨୫.୦୬ ପୃ ୧୭-୧୮ ¶୧୫)

ଯେଉଁମାନେ ମିଥ୍ୟା ଦେବୀଦେବତାମାନଙ୍କ କିମ୍ବା ଟଙ୍କାପଇସା ଉପରେ ଭରସା କରନ୍ତି, ସେମାନେ ନିରାଶ ହୋଇଯିବେ (ଯିଶା ୪୬:୬, ୭; ପ୍ର୨୪.୦୯ ପୃ ୧୧ ¶୧୩-୧୪)

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିଶା ୪୬:୧୦—ଏହି ପଦରେ କୁହାଯାଇଛି ଯେ ଯିହୋବା “ଆଦିଠାରୁ” କହିଦିଅନ୍ତି ଯେ ଆଗକୁ ଯାଇ କʼଣ ହେବ, ଏହାର ଅର୍ଥ କʼଣ ? (ପ୍ର୨୪.୦୨ ପୃ ୩୦ ¶୩-୫)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିଶା ୪୫:୧-୧୧ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଏପରି ଜଣେ ବ୍ୟକ୍ତିକୁ ସ୍ମାରକ ବିଷୟରେ ବୁଝାନ୍ତୁ ଯିଏ ବାଇବଲ ବିଷୟରେ ଜାଣି ନାହିଁ । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୩)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଗତଥର ଆପଣ ଘରମାଲିକଙ୍କୁ ସ୍ମାରକର ନିମନ୍ତ୍ରଣ ପତ୍ର ଦେଇଥିଲେ । ତାଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲରୁ ଶିଖିବା ପାଇଁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୫)

୬. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ଜୀବନ ବହି ପାଠ ୧୯ ¶୧ ଏବଂ ପଏଣ୍ଟ ନଂ. ୧-୩ (ଲୋକଙ୍କୁ ପ୍ରେମ ପାଠ ୧୧ ପଏଣ୍ଟ ନଂ. ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୩୮

୭. ଯିହୋବାଙ୍କ ଛଡ଼ା ଆଉ କେହି ବି ଆମକୁ ସାହାଯ୍ୟ କରିପାରିବେ ନାହିଁ

(୭ ମି.) ଆଲୋଚନା ।

ସମସ୍ୟା ସମୟରେ ଆମେ ପୂରା ଭରସା କରିପାରିବା ଯେ କେବଳ ଯିହୋବା ହିଁ ଆମକୁ ସାହାଯ୍ୟ କରିପାରିବେ ।—ଏବ୍ରୀ ୧୩:୫, ୬.

ଗୀତସଂହିତା ୫୫:୨୨ ପଢ଼ନ୍ତୁ । ତାʼପରେ ଲୋକମାନଙ୍କ ସହ ତଳେ ଦିଆଯାଇଥିବା ସମସ୍ୟାଗୁଡ଼ିକ ଉପରେ ଚର୍ଚ୍ଚା କରନ୍ତୁ ।

ଚିତ୍ରଗୁଡ଼ିକ: ଭାଇଭଉଣୀମାନେ ବିଭିନ୍ନ ପ୍ରକାରର କଷ୍ଟ ସହୁଛନ୍ତି । ୧. ଜଣେ ଭାଇଙ୍କ ଚାକିରି ଚାଲିଯାଇଥିବାରୁ ସେ ବହୁତ ଦୁଃଖି ଅଛନ୍ତି । ୨. ଜଣେ ଭାଇଙ୍କୁ ଜେଲରେ ଅଟକ ରଖି ପଚରାଉଚରା କରାଯାଉଛି । ୩. ଜଣେ ଭଉଣୀ ଅସୁସ୍ଥ ଥିବା ନିଜ ସ୍ୱାମୀଙ୍କ ପାଖରେ ବସି ପ୍ରାର୍ଥନା କରୁଛନ୍ତି । ୪. ଜଣେ ସ୍ୱାମୀ ସ୍ତ୍ରୀ ବହୁତ କଷ୍ଟରେ ପ୍ରାକୃତିକ ବିପତ୍ତିରୁ ରକ୍ଷା ପାଇଲେ ଏବଂ ସେମାନେ ବହୁତ ଚିନ୍ତିତ ଅଛନ୍ତି ।

ସମସ୍ୟା ସମୟରେ ଯିହୋବାଙ୍କ ଉପରେ ଭରସା କରିବାର ଗୋଟିଏ ଉପାୟ ତଳେ ଲେଖନ୍ତୁ । ଯିହୋବା କିପରି ଆମକୁ ସମ୍ଭାଳନ୍ତି, ଏହାର ବି ଗୋଟିଏ ଉପାୟ ଲେଖନ୍ତୁ ।

  • ଆମ ଚାକିରି ଚାଲିଯାଇଛି କିମ୍ବା ପରିବାର ଚଳାଇବା ଭାରି କଷ୍ଟ ହୋଇଯାଇଛି

  • ସରକାର ଆମ କାମଗୁଡ଼ିକ ଉପରେ କଟକଣା ଲଗାଇଛି

  • ଆମେ ଗମ୍ଭୀର ରୋଗରେ ପୀଡ଼ିତ

  • ଆମେ ପ୍ରାକୃତିକ ବିପତ୍ତିର କିମ୍ବା ନିଜ ପ୍ରିୟଜନମାନଙ୍କୁ ହରାଇବାର ଦୁଃଖ ସହୁଛୁ

୮. ୨୦୨୬ ସ୍ଥାନୀୟ ଯୋଜନା ଓ ନିର୍ମାଣ କାର୍ଯ୍ୟକ୍ରମ ବିଷୟରେ ନୂଆ ତଥ୍ୟ

(୮ ମି.) ଭାଷଣ ।

ଭିଡିଓ ଦେଖାନ୍ତୁ ।

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୭୦-୭୧

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୪୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ