ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ନଭେମ୍ବର ପୃଷ୍ଠା ୧୬
  • ୨୯ ଡିସେମ୍ବର, ୨୦୨୫–୪ ଜାନୁୟାରୀ, ୨୦୨୬

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୯ ଡିସେମ୍ବର, ୨୦୨୫–୪ ଜାନୁୟାରୀ, ୨୦୨୬
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ନଭେମ୍ବର ପୃଷ୍ଠା ୧୬

୨୯ ଡିସେମ୍ବର, ୨୦୨୫–୪ ଜାନୁୟାରୀ, ୨୦୨୬

ଯିଶାଇୟ ୧୪-୧୬

ଗୀତ ୬୧ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଈଶ୍ୱରଙ୍କ ଲୋକମାନଙ୍କର ଶତ୍ରୁମାନଙ୍କୁ ନିଶ୍ଚୟ ଦଣ୍ଡ ମିଳିବ

(୧୦ ମି.)

ଯିହୋବା ଅହଂକାରୀ ବାବିଲକୁ ସବୁଦିନ ପାଇଁ ବିନାଶ କରିଦିଅନ୍ତେ (ଯିଶା ୧୪:୧୩-୧୫, ୨୨, ୨୩; ଯିଶାଇୟ-୧ (ହିନ୍ଦୀ) ପୃ ୧୮୦-୧୮୧ ¶୧୬; ପୃ ୧୮୪ ¶୨୪)

ଯିହୋବା ନିଜ ଦେଶରେ ଅଶୂରୀୟମାନଙ୍କୁ ଭଗ୍ନ କରିଦିଅନ୍ତେ (ଯିଶା ୧୪:୨୪, ୨୫; ଯିଶାଇୟ-୧ (ହିନ୍ଦୀ) ପୃ ୧୮୯ ¶୧)

ଯିହୋବା ମୋୟାବର ଗୌରବ ତୁଚ୍ଛୀକୃତ କରନ୍ତେ (ଯିଶା ୧୬:୧୩, ୧୪; ଯିଶାଇୟ-୧ (ହିନ୍ଦୀ) ପୃ ୧୯୪ ¶୧୨)

ଚିତ୍ରଗୁଡ଼ିକ: ୧. ପ୍ରାଚୀନ ସହର ବାବିଲର ଗୋଟିଏ ଫାଟକ ଏବଂ ଉଚ୍ଚ ପ୍ରାଚୀର । ୨. ଆଜି ବାବିଲର ଧ୍ୱଂସାବଶେଷ ।

Left: C. Sappa/DeAgostini via Getty Images; right: Image © Homo Cosmicos/Shutterstock

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିଶା ୧୪:୧, ୨—ଯିହୋବାଙ୍କ ଲୋକମାନେ କିପରି ‘ଯେଉଁମାନଙ୍କର ବନ୍ଦୀ ହୋଇଥିଲେ, ସେମାନଙ୍କୁ ବନ୍ଦୀ କରିନେଲେ ?’ (ପ୍ର୦୬-ହି ୧୨/୧ ପୃ ୧୪ ¶୧୧)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିଶା ୧୬:୧-୧୪ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୪)

୬. ଭାଷଣ

(୫ ମି.) ଜୀବନ ବହି ପାଠ ୩ ପଏଣ୍ଟ ନଂ. ୩, ୫—ବିଷୟ: କʼଣ ଆପଣ ଈଶ୍ୱରଙ୍କ ପ୍ରତିଜ୍ଞା ଉପରେ ଭରସା କରିପାରିବେ ? (ଶିଖାଇବା ଅଧ୍ୟୟନ ୧୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୨

୭. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୪୮-୪୯

ଶେଷ ଟିପ୍ପଣୀ (୩ ମି.) | ଗୀତ ୨୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ