୧୫-୨୧ ଡିସେମ୍ବର
ଯିଶାଇୟ ୯-୧୦
ଗୀତ ୭୭ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ‘ମହାଆଲୁଅର’ ଭବିଷ୍ୟତବାଣୀ
(୧୦ ମି.)
ଭବିଷ୍ୟତବାଣୀ ଅନୁସାରେ ଗାଲିଲୀରେ “ମହାଆଲୁଅ” ପ୍ରଜ୍ୱଳିତ ହୁଅନ୍ତା (ଯିଶା ୯:୧, ୨; ମାଥି ୪:୧୨-୧୬; ଯିଶାଇୟ-୧ (ହିନ୍ଦୀ) ପୃ ୧୨୫-୧୨୬ ¶୧୬-୧୭)
ଅନେକ ଲୋକ ଏହି ମହାଆଲୁଅକୁ ଦେଖି ପଦକ୍ଷେପ ଉଠାନ୍ତେ ଏବଂ ଖୁସି ମନାନ୍ତେ (ଯିଶା ୯:୩; ଯିଶାଇୟ-୧ (ହିନ୍ଦୀ) ପୃ ୧୨୮ ¶୧୮-୧୯)
ଏହି ମହାଆଲୁଅର ପ୍ରଭାବ ସବୁଦିନ ଯାଏ ରହିବ (ଯିଶା ୯:୪, ୫; ଯିଶାଇୟ-୧ (ହିନ୍ଦୀ) ପୃ ୧୨୮-୧୨୯ ¶୨୦-୨୧)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଯିଶା ୯:୬—ଯୀଶୁ କିପରି ଜଣେ ‘ଆଶ୍ଚର୍ଯ୍ୟ ମନ୍ତ୍ରୀ’ [“ନିପୁଣ ପରାମର୍ଶଦାତା,” NWT] ସାବ୍ୟସ୍ତ ହୁଅନ୍ତେ (ଯିଶାଇୟ-୧ (ହିନ୍ଦୀ) ପୃ ୧୩୦ ¶୨୩-୨୪)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଯିଶା ୧୦:୧-୧୪ (ଶିଖାଇବା ଅଧ୍ୟୟନ ୧୧)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକ ଅନ୍ୟ କୌଣସି ଧର୍ମକୁ ବିଶ୍ୱାସ କରନ୍ତି । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ଘର ଘର ପ୍ରଚାର । ଗତଥର ଆପଣ ଘରମାଲିକଙ୍କୁ ଯେଉଁ ଟ୍ରାକ୍ଟ ଦେଇଥିଲେ, ତାʼ ଉପରେ ହିଁ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)
୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା
(୫ ମି.) ପ୍ରଦର୍ଶନୀ । ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ୩୫ (ହିନ୍ଦୀ)—ବିଷୟ: କʼଣ ଯିହୋବାଙ୍କ ସାକ୍ଷୀମାନେ ନିଜ ବିଶ୍ୱାସକୁ ସତ ପ୍ରମାଣିତ କରିବା ପାଇଁ ବାଇବଲରେ ପରିବର୍ତ୍ତନ କରିଛନ୍ତି ? (ଶିଖାଇବା ଅଧ୍ୟୟନ ୧୨)
ଗୀତ ୯୫
୭. ଆଲୁଅ ବଢ଼ିବାକୁ ଲାଗିଛି
(୫ ମି.) ଆଲୋଚନା ।
ଯିହୋବାଙ୍କ ସଂଗଠନ ଆଗକୁ ବଢ଼ି ଚାଲିଛି । କʼଣ ଆପଣ ମଧ୍ୟ ତାʼସହିତ ଆଗକୁ ବଢ଼ୁଛନ୍ତି ? ଧ୍ୟାନ ଦିଅନ୍ତୁ ଯେ ଯିହୋବାଙ୍କ ସଂଗଠନ କେଉଁ ତିନୋଟି କ୍ଷେତ୍ରରେ ଆଗକୁ ବଢ଼ି ଚାଲିଛି ଏବଂ ଏଥିରୁ କʼଣ କʼଣ ଲାଭ ହୋଇଛି ।
ସଂଗଠନ ଯେଉଁ ବାଇବଲ ସତ୍ୟଗୁଡ଼ିକର ଆହୁରି ସ୍ପଷ୍ଟ ଜ୍ଞାନ ହାସଲ କରିଛି, ଏହାର ଗୋଟିଏ ଉଦାହରଣ ଲେଖନ୍ତୁ । ଏହା ମଧ୍ୟ ଲେଖନ୍ତୁ ଯେ ଏଥିରୁ ଆମମାନଙ୍କୁ କʼଣ ଲାଭ ହୋଇଛି ।—ହିତୋ ୪:୧୮
ଆଜି ଆମେ କିପରି ଆହୁରି ଭଲଭାବେ ପ୍ରଚାର କାମ କରିପାରୁଛୁ, ଏହାର ଗୋଟିଏ ଉଦାହରଣ ଲେଖନ୍ତୁ । ଏହା ବି ଲେଖନ୍ତୁ ଯେ ଏଥିରୁ ଆମେ କିପରି ସେହି କାମ ପୂରା କରିପାରୁଛୁ, ଯାହା ଯୀଶୁ ଦେଇଥିଲେ ।—ମାଥି ୨୮:୧୯, ୨୦
ସଂଗଠନ ନିଜ କାମ କରିବା ଉପାୟରେ ଯେଉଁ ପରିବର୍ତ୍ତନ କରିଛି, ଏହାର ଗୋଟିଏ ଉଦାହରଣ ଲେଖନ୍ତୁ । ଏହା ବି ଲେଖନ୍ତୁ ଯେ ଏଥିରୁ ଆମମାନଙ୍କୁ କʼଣ ଆଶିଷଗୁଡ଼ିକ ମିଳିଛି ।—ଯିଶା ୬୦:୧୭
୮. ସଂଗଠନକୁ ମିଳିଥିବା ସଫଳତା
(୧୦ ମି.) ଡିସେମ୍ବର ମାସର ଭିଡିଓ ଦେଖାନ୍ତୁ ।
୯. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ବହୁମୂଲ୍ୟ ଶିକ୍ଷା ଭାଗ ୮ରେ କʼଣ ଅଛି ଏବଂ ପାଠ ୪୪-୪୫