୭-୧୩ ଜୁଲାଇ
ହିତୋପଦେଶ ୨୧
ଗୀତ ୯୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ସୁଖମୟ ବୈବାହିକ ଜୀବନ ପାଇଁ ଭଲ ପରାମର୍ଶ
(୧୦ ମି.)
ତରବର ହୋଇ ବିବାହ କରନ୍ତୁ ନାହିଁ (ହିତୋ ୨୧:୫; ପ୍ର୦୩-ହି ୧୦/୧୫ ପୃ ୪ ¶୫)
ଯଦି କୌଣସି ବିଷୟରେ ଆପଣ ଦୁହିଁଙ୍କର ମତ ଅଲଗା ଥାଏ, ତାହେଲେ ନମ୍ର ରହନ୍ତୁ (ହିତୋ ୨୧:୨, ୪; ସଜା-ଇଂ ୭/୦୮ ପୃ ୭ ¶୨)
ପରସ୍ପର ପ୍ରତି ପ୍ରେମର ସହ ବ୍ୟବହାର କରନ୍ତୁ ଏବଂ ଧୈର୍ଯ୍ୟ ଧରନ୍ତୁ (ହିତୋ ୨୧:୧୯; ପ୍ର୦୬-ହି ୧୦/୧ ପୃ ୧୫ ¶୧୩)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ହିତୋ ୨୧:୩୧—ଏହି ପଦରୁ ଆମେ କିପରି ପ୍ରକାଶିତ ବାକ୍ୟ ୬:୨ ପଦରେ ଥିବା ଭବିଷ୍ୟତବାଣୀକୁ ବୁଝିପାରୁ ? (ପ୍ର୦୫-ହି ୧/୧୫ ପୃ ୧୭ ¶୯)
ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ହିତୋ ୨୧:୧-୧୮ (ଶିଖାଇବା ଅଧ୍ୟୟନ ୫)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୩)
୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା
(୫ ମି.) ପ୍ରଦର୍ଶନୀ । ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ୫୪—ବିଷୟ: ଯିହୋବାଙ୍କ ସାକ୍ଷୀମାନେ ଛାଡ଼ପତ୍ର ବିଷୟରେ କʼଣ ଭାବନ୍ତି ? (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩)
ଗୀତ ୧୩୨
୭. ନିଜ ଜୀବନସାଥୀର ଆଦର କରନ୍ତୁ
(୧୫ ମି.) ଆଲୋଚନା ।
ଯେବେ ଆପଣ ବିବାହ କରନ୍ତି, ତେବେ ଆପଣ ଯିହୋବାଙ୍କ ସମ୍ମୁଖରେ ଏହା ଶପଥ ନିଅନ୍ତି ଯେ ଆପଣ ନିଜ ସ୍ୱାମୀ କିମ୍ବା ନିଜ ସ୍ତ୍ରୀକୁ ପ୍ରେମ କରିବେ ଓ ଆଦର କରିବେ । ତେଣୁ ଆପଣ ନିଜର ଜୀବନସାଥୀ ସହିତ ଯେଉଁଭଳି ଭାବେ ବ୍ୟବହାର କରନ୍ତି, ତାହାର ପ୍ରଭାବ ଯିହୋବାଙ୍କ ସହିତ ଆପଣଙ୍କ ସମ୍ପର୍କ ଉପରେ ପଡ଼େ ।—ହିତୋ ୨୦:୨୫; ୧ପିତ ୩:୭.
ବିବାହ ବନ୍ଧନକୁ ଦୃଢ଼ କରନ୍ତୁ: ଆଦର କରନ୍ତୁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ଆପଣଙ୍କୁ କାହିଁକି ନିଜ ସ୍ୱାମୀ କିମ୍ବା ସ୍ତ୍ରୀକୁ ଆଦର କରିବା ଉଚିତ୍ ?
ନିଜ ସ୍ୱାମୀ କିମ୍ବା ନିଜ ସ୍ତ୍ରୀକୁ ଆହୁରି ଅଧିକ ଆଦର କରିବା ପାଇଁ ଆମକୁ ନିଜର ଅଭ୍ୟାସ, ଚିନ୍ତାଧାରା କିମ୍ବା ମନୋରଞ୍ଜନରେ କʼଣ ପରିବର୍ତ୍ତନ କରିବାକୁ ପଡ଼ିପାରେ ?
ବାଇବଲର କେଉଁ ସିଦ୍ଧାନ୍ତଗୁଡ଼ିକରୁ ଆମକୁ ସାହାଯ୍ୟ ମିଳିପାରିବ ?
ଆମେ କେଉଁ କେଉଁ ଉପାୟରେ ନିଜ ଜୀବନସାଥୀକୁ ଆଦର ଦେଖାଇପାରିବା ?
ଆମେ ନିଜ ଜୀବନସାଥୀର କେଉଁ କଥାଗୁଡ଼ିକୁ ଧ୍ୟାନ ଦେବା ଉଚିତ୍ ଓ କାହିଁକି ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୬ ଅଧ୍ୟୟନ ଲେଖା ୨୭ ¶୧-୯