୨୩-୨୯ ଜୁନ୍
ହିତୋପଦେଶ ୧୯
ଗୀତ ୧୫୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଭାଇଭଉଣୀମାନଙ୍କର ପ୍ରକୃତ ସାଙ୍ଗ ହୁଅନ୍ତୁ
(୧୦ ମି.)
ସେମାନଙ୍କର ଭୁଲଗୁଡ଼ିକୁ ଅଣଦେଖା କରନ୍ତୁ (ହିତୋ ୧୯:୧୧; ପ୍ର୨୩.୧୧ ପୃ ୧୨-୧୩ ¶୧୬-୧୭)
ସେମାନଙ୍କୁ ଦରକାର ସମୟରେ ସାହାଯ୍ୟ କରନ୍ତୁ (ହିତୋ ୧୯:୧୭; ପ୍ର୨୩.୦୭ ପୃ ୯-୧୦ ¶୧୦-୧୧)
ସେମାନଙ୍କ ପାଇଁ ଦୟା [“ଅଟଳ ପ୍ରେମ,” NWT] ଦେଖାନ୍ତୁ (ହିତୋ ୧୯:୨୨; ପ୍ର୨୧.୧୧-ହି ପୃ ୯ ¶୬-୭)
ଉଦାହରଣ: ସ୍ମୃତି ଫୋଟ ଭଳି ଅଟେ । ଯେପରି, ଆମେ ଭଲ ଫୋଟ ସମ୍ଭାଳି ରଖୁ ସେହିପରି ଭାଇଭଉଣୀମାନଙ୍କ ସହିତ ବିତାଇ ଥିବା ଭଲ ସ୍ମୃତିଗୁଡ଼ିକୁ ମନେ ରଖନ୍ତୁ ।
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ହିତୋ ୧୯:୨୧—ଅନ୍ୟମାନଙ୍କୁ ପରାମର୍ଶ ଦେବା ସମୟରେ ଆମକୁ କେଉଁ କଥା ସବୁବେଳେ ଧ୍ୟାନରେ ରଖିବା ଉଚିତ୍ ? (ଇନସାଇଟ୍-୧ ପୃ ୫୧୫)
ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ହିତୋ ୧୯:୧-୨୦ (ଶିଖାଇବା ଅଧ୍ୟୟନ ୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବାଇବଲ ବିଷୟରେ କିଛି ନ କହି, ଜଣେ ବ୍ୟକ୍ତିଙ୍କୁ କଥା କଥାରେ ହିଁ କହନ୍ତୁ ଯେ ଆପଣ ଯିହୋବାଙ୍କ ସାକ୍ଷୀ ଅଟନ୍ତି । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୪)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଗତଥର ବ୍ୟକ୍ତି ଜଣକ କହିଥିଲେ ଯେ ତାଙ୍କୁ ସୃଷ୍ଟିରେ ଥିବା ଜିନିଷଗୁଡ଼ିକ ଭଲ ଲାଗେ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୪)
୬. ଭାଷଣ
(୫ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୧୦—ବିଷୟ: ଈଶ୍ୱରଙ୍କ ଗୋଟିଏ ନାମ ଅଛି । (ଶିଖାଇବା ଅଧ୍ୟୟନ ୨୦)
ଗୀତ ୪୦
୭. ମଣ୍ଡଳୀର ଆବଶ୍ୟକତା
(୧୫ ମି.)
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୬ ଅଧ୍ୟୟନ ଲେଖା ୨୬ ¶୧-୯