ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ଜାନୁୟାରୀ ପୃଷ୍ଠା ୧୨-୧୩
  • ୧୭-୨୩ ଫେବୃୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୭-୨୩ ଫେବୃୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ଜାନୁୟାରୀ ପୃଷ୍ଠା ୧୨-୧୩

୧୭-୨୩ ଫେବୃୟାରୀ

ହିତୋପଦେଶ ୧

ଗୀତ ୮୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ରାଜା ଶଲୋମନ ନିଜ ପୁଅ ସହ ବସିଛନ୍ତି ଏବଂ ତାକୁ ପରାମର୍ଶ ଦେଉଛନ୍ତି ।

ଶଲୋମନ ପ୍ରେମର ସହ ତାଙ୍କ ପୁଅକୁ ଶିଖାଉଛନ୍ତି ଏବଂ ତାଙ୍କ ପୁଅ ଧ୍ୟାନର ସହ ତାଙ୍କ କଥା ଶୁଣୁଛି

୧. ଯୁବାମାନେ, ତମେ କାହା କଥା ଶୁଣିବ ?

(୧୦ ମି.)

[ହିତୋପଦେଶ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]

ନିଜ ବାପାମାଆଙ୍କ କଥା ଶୁଣ ଏବଂ ଭାବିଚିନ୍ତି କାମ କର (ହିତୋ ୧:୮; ପ୍ର୧୭.୧୧-ହି ପୃ ୨୯ ¶୧୬-୧୭ ଚିତ୍ର ଦେଖନ୍ତୁ)

ସେହି ଲୋକମାନଙ୍କ କଥା ଶୁଣ ନାହିଁ, ଯେଉଁମାନେ ଖରାପ କାମ କରନ୍ତି (ହିତୋ ୧:୧୦, ୧୫; ପ୍ର୦୫-ହି ୨/୧୫ ପୃ ୧୯-୨୦ ¶୧୧-୧୨)

ଜଣେ ଯୁବା ଭାଇ ସ୍କୁଲର ଲକର୍‌ ରୁମ୍‌ରେ ନିଜ ସାଙ୍ଗମାନଙ୍କ ସହିତ ଅଛନ୍ତି । ସେମାନେ ତାଙ୍କୁ ସ୍ମାର୍ଟଫୋନର ଭୁଲ ବ୍ୟବହାର କରିବା ପାଇଁ ଚାପ ପକାଉଛନ୍ତି । ଭାଇ ଭାବୁଛନ୍ତି ଯେ ସେମାନଙ୍କ କଥା ଶୁଣିବେ ନା ନାହିଁ ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୧:୨୨—ବାଇବଲରେ ପ୍ରାୟ କାହାକୁ ‘ମୂର୍ଖ’ କୁହାଯାଇଛି ? (ଇନସାଇଟ୍‌-୧ ପୃ ୮୪୬)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୧:୧-୨୩ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକ ଆପଣଙ୍କ ସହ ଯୁକ୍ତିତର୍କ କରିବାକୁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୬ ପଏଣ୍ଟ ନଂ. ୫)

୫. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକ ଆଗ୍ରହ ଦେଖାନ୍ତି, ତେଣୁ ତାଙ୍କୁ ତାଙ୍କ ଫୋନ୍‌ ନମ୍ବର ମାଗନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୫)

୬. ପୁଣିଥରେ ଭେଟିବା ସମୟରେ

(୨ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଜଣେ ବ୍ୟକ୍ତିଙ୍କୁ କହନ୍ତୁ ଯେ ଆମେ ଲୋକଙ୍କୁ ବାଇବଲରୁ ମଧ୍ୟ ଶିଖାଉ । ତାʼପରେ ତାଙ୍କୁ ବାଇବଲରୁ ଶିଖନ୍ତୁ ସମ୍ପର୍କ କାର୍ଡ ଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୫)

୭. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ଜୀବନ ବହି ପାଠ ୧୬ ପଏଣ୍ଟ ନଂ. ୬. ଜଣେ ବିଦ୍ୟାର୍ଥୀକୁ “ଅଧିକ ଜାଣନ୍ତୁ” ଭାଗରୁ ଏହି କଥା ଉପରେ ଭରସା କରିବା ପାଇଁ ସାହାଯ୍ୟ କରନ୍ତୁ ଯେ ଯୀଶୁ ପ୍ରକୃତରେ ଚମତ୍କାର କରିଥିଲେ । (ଶିଖାଇବା ଅଧ୍ୟୟନ ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୮୯

୮. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୨.୦୪ ଅଧ୍ୟୟନ ଲେଖା ୧୮ ¶୧-୧୧

ଶେଷ ଟିପ୍ପଣୀ (୩ ମି.) | ଗୀତ ୮୦ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ