ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ମେ ପୃଷ୍ଠା ୪
  • ୧୩-୧୯ ମେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୩-୧୯ ମେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ମେ ପୃଷ୍ଠା ୪

୧୩-୧୯ ମେ

ଗୀତସଂହିତା ୩୮–୩୯

ଗୀତ ୧୨୫ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ନିଜକୁ ଦୋଷୀ ଅନୁଭବ କରିବାର ଭାରି ବୋଝଠାରୁ ଦୂରେଇ ରହନ୍ତୁ

(୧୦ ମି.)

ନିଜକୁ ଅତ୍ୟଧିକ ଦୋଷୀ ଅନୁଭବ କରାଇବା, ଭାରି ବୋଝ ଉଠାଇବା ଭଳି ଅଟେ (ଗୀତ ୩୮:୩-୮; ପ୍ର୨୦.୧୧-ହି ପୃ ୨୭ ¶୧୨-୧୩)

ପୂର୍ବେ କରିଥିବା ଭୁଲଗୁଡ଼ିକୁ ଭାବିବା ପରିବର୍ତ୍ତେ, ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ଏପରି ଜୀବନ ବିତାଇବେ ଯେଉଁଥିରୁ ଯିହୋବା ଖୁସି ହୁଅନ୍ତି (ଗୀତ ୩୯:୪, ୫; ପ୍ର୦୨-ହି ୧୧/୧୫ ପୃ ୨୦ ¶୧-୨)

ଦୋଷୀ ଅନୁଭବ କରିବା ଯୋଗୁଁ ପ୍ରାର୍ଥନା କରିବା ହୁଏତ କଠିନ ଲାଗିବ, ତଥାପି ପ୍ରାର୍ଥନା କରନ୍ତୁ (ଗୀତ ୩୯:୧୨; ପ୍ର୨୧.୧୦–ହି ପୃ ୧୫ ¶୪)

ଚିତ୍ରଗୁଡ଼ିକ: ୧. ଜଣେ ଭାଇ ବହୁତ କଷ୍ଟରେ ଗୋଟିଏ ଭାରି ବୋଝକୁ ଉଠାଉଛନ୍ତି । ୨. ଏବେ ସେହି ଭାଇଙ୍କ ଉପରେ ସେହି ବୋଝ ନାହିଁ, ତେଣୁ ସେ ପୂରା ବିଶ୍ୱାସର ସହ ଆଗକୁ ଦେଖୁଛନ୍ତି ।

ଯଦି ଆପଣ ଅତ୍ୟଧିକ ଦୋଷୀ ଅନୁଭବ କରନ୍ତି, ତେବେ ମନେରଖନ୍ତୁ ଯେ ଯେଉଁମାନେ ପଶ୍ଚାତାପ କରନ୍ତି ଯିହୋବା ସେମାନଙ୍କୁ ‘ବହୁଳ ରୂପରେ କ୍ଷମା କରନ୍ତି ।’—ଯିଶା ୫୫:୭.

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୩୯:୧—ଆମକୁ କେଉଁ ପରିସ୍ଥିତିରେ ‘ନିଜ ମୁଖକୁ ଲଗାମ ଦେବା’ ଉଚିତ୍‌ ? (ପ୍ର୨୨.୦୯ ପୃ ୧୩ ¶୧୬)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୩୮:୧-୨୨ (ଶିଖାଇବା ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. ଭାବିଚିନ୍ତି କଥା ହୁଅନ୍ତୁ—ପାଉଲ କʼଣ କଲେ ?

(୭ ମି.) ଭିଡିଓ ଦେଖାନ୍ତୁ, ତାʼପରେ ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୧-୨ ଉପରେ ଆଲୋଚନା କରନ୍ତୁ ।

୫. ଭାବିଚିନ୍ତି କଥା ହୁଅନ୍ତୁ—ପାଉଲଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

(୮ ମି.) ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୩-୫ ଏବଂ “ଏହା ବି ଦେଖନ୍ତୁ” ଭାଗ ଉପରେ ଆଧାରିତ ଆଲୋଚନା ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୪୪

୬. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୭. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୧-ହି ଅଧ୍ୟୟନ ଲେଖା ୪୬ ¶୮-୧୩

ଶେଷ ଟିପ୍ପଣୀ (୩ ମି.) | ଗୀତ ୮୪ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ