ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ମାର୍ଚ୍ଚ ପୃଷ୍ଠା ୫
  • ୧୮-୨୪ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୮-୨୪ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ମାର୍ଚ୍ଚ ପୃଷ୍ଠା ୫

୧୮-୨୪ ମାର୍ଚ୍ଚ

ଗୀତସଂହିତା ୧୯-୨୧

ଗୀତ ୬ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଜଣେ ଭାଇ ଧ୍ୟାନର ସହ ଆକାଶରେ ତାରାଗୁଡ଼ିକୁ ଦେଖୁଛନ୍ତି ।

୧. “ଆକାଶମଣ୍ଡଳ ପରମେଶ୍ୱରଙ୍କ ଗୌରବ ବର୍ଣ୍ଣନା କରେ”

(୧୦ ମି.)

ଯିହୋବାଙ୍କ ସୃଷ୍ଟି ତାଙ୍କ ମହିମା କରେ (ଗୀତ ୧୯:୧; ପ୍ର୦୪-ହି ୧/୧ ପୃ ୮ ¶୧-୨)

ସୂର୍ଯ୍ୟକୁ ବହୁତ ନିଆରା ଭାବେ ସୃଷ୍ଟି କରାଯାଇଛି (ଗୀତ ୧୯:୪-୬; ପ୍ର୦୪-ହି ୬/୧ ପୃ ୧୧ ¶୮-୧୦)

ଆମକୁ ଯିହୋବାଙ୍କ ସୃଷ୍ଟି ଉପରେ ଧ୍ୟାନ ଦେବା ଉଚିତ୍‌ ଓ ସେଠାରୁ ଶିଖିବା ଉଚିତ୍‌ (ମାଥି ୬:୨୮; ସଜା୯୫-ଇଂ ୧୧/୮ ପୃ ୭ ¶୩)


ପାରିବାରିକ ଉପାସନା ପାଇଁ ପରାମର୍ଶ: ସୃଷ୍ଟିର ଜିନିଷଗୁଡ଼ିକୁ ଦେଖନ୍ତୁ ଓ ଚର୍ଚ୍ଚା କରନ୍ତୁ ଯେ ସେଥିରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୧୯:୭-୯—ଏହି ପଦଗୁଡ଼ିକୁ କିଭଳି ଭାବେ ଲେଖାଯାଇଛି ? (ଇନସାଇଟ୍‌-୧ ପୃ ୧୦୭୩)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୧୯:୧-୧୪ (ଶିଖାଇବା ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଜଣେ ବ୍ୟକ୍ତିଙ୍କୁ ସ୍ମାରକର ନିମନ୍ତ୍ରଣ ପତ୍ର ଦିଅନ୍ତୁ ଏବଂ jw.org ୱେବସାଇଟ୍‌ରେ ଦେଖି କହନ୍ତୁ ଯେ ତାଙ୍କ ଅଞ୍ଚଳରେ ସ୍ମାରକର ସଭା କେଉଁଠି ରଖାଯାଇଛି । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୩)

୫. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ସ୍ମାରକ ସଭାର ଭାଷଣ ପରେ ଆପଣଙ୍କ ସହ ଜଣେ ଏପରି ବ୍ୟକ୍ତି ଭେଟନ୍ତି, ଯାହାଙ୍କୁ ନିଜ ଘରେ ନିମନ୍ତ୍ରଣ ପତ୍ର ମିଳିଥିଲା । ତାଙ୍କର କିଛି ପ୍ରଶ୍ନ ଅଛି । ତାଙ୍କୁ ଉତ୍ତର ଦେବା ପାଇଁ ତାଙ୍କ ସହ କଥା ହୁଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୪)

୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୫ ମି.) ଭାଷଣ । ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ୪୫—ବିଷୟ: ଯିହୋବାଙ୍କ ସାକ୍ଷୀ ଯୀଶୁଙ୍କ ମୃତ୍ୟୁ ଦିନକୁ ଅନ୍ୟ ଉପାୟରେ କାହିଁକି ପାଳନ କରନ୍ତି ? (ଶିଖାଇବା ଅଧ୍ୟୟନ ୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୪୧

୭. ସୃଷ୍ଟିକୁ ଦେଖି ନିଜ ବିଶ୍ୱାସ ବଢ଼ାନ୍ତୁ

(୧୫ ମି.) ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

ଅନେକ ପ୍ରକାରର ସୃଷ୍ଟିକୁ ଧ୍ୟାନ ଦେବା ଯୋଗୁଁ କିପରି ସୃଷ୍ଟିକର୍ତ୍ତାଙ୍କ ଉପରେ ଆପଣଙ୍କ ବିଶ୍ୱାସ ବଢ଼େ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୦-ହି ଅଧ୍ୟୟନ ଲେଖା ୪୩ ¶୧୦-୧୭

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୨୭ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ