ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb24 ମାର୍ଚ୍ଚ ପୃଷ୍ଠା ୪
  • ୧୧-୧୭ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୧-୧୭ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୪
mwb24 ମାର୍ଚ୍ଚ ପୃଷ୍ଠା ୪

୧୧-୧୭ ମାର୍ଚ୍ଚ

ଗୀତସଂହିତା ୧୮

ଗୀତ ୧୪୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ‘ଯିହୋବା ହିଁ ମୋହର ଉଦ୍ଧାରକର୍ତ୍ତା’

(୧୦ ମି.)

ଯିହୋବା ଗୋଟିଏ ବଡ଼ ଶୈଳ, ଗଡ଼ ଓ ଢାଲ ପରି ଅଟନ୍ତି (ଗୀତ ୧୮:୧, ୨; ପ୍ର୦୯-ଇଂ ୫/୧ ପୃ ୧୪ ¶୪-୫)

ଯିହୋବା ଆମ ସାହାଯ୍ୟ ପାଇଁ କରିଥିବା ପ୍ରାର୍ଥନା ଶୁଣନ୍ତି (ଗୀତ ୧୮:୬; ଇନସାଇଟ୍‌-୨ ପୃ ୧୧୬୧ ¶୭)

ଯିହୋବା ଆମର ସାହାଯ୍ୟ କରନ୍ତି (ଗୀତ ୧୮:୧୬, ୧୭; ପ୍ର୨୨.୦୪ ପୃ ୩ ¶୧)

ଚିତ୍ରଗୁଡ଼ିକ: ଦାଉଦ ଜଳୁଥିବା ନିଆଁ ଆଗରେ ବସିଛନ୍ତି ଓ ଏବିଷୟରେ ଚିନ୍ତନ କରୁଛନ୍ତି ଯେ ଯିହୋବା କେଉଁ କେଉଁ ଉପାୟରେ ତାଙ୍କ ସାହାଯ୍ୟ କଲେ । ୧. ସେ ଭାଲୁ ସହ ଲଢ଼େଇ କରୁଛନ୍ତି । ୨. ସେ ମରି ଯାଇଥିବା ସିଂହ ପାଖରେ ଆଣ୍ଠୁ ମାଡ଼ି ବସିଛନ୍ତି । ୩. ଦାଉଦ ଖଣ୍ଡା ଧରିଛନ୍ତି ଓ ମୁହଁ ମାଡ଼ି ପଡ଼ିଥିବା ଗଲୀୟାତ ଉପରେ ଗୋଡ଼ ରଖିଛନ୍ତି ।

ବେଳେବେଳେ ହୁଏତ ଯିହୋବା ଆମ ସମସ୍ୟା ଦୂର କରିଦେବେ, ଯେପରି କିଛି ମାମଲାରେ ସେ ଦାଉଦଙ୍କର କରିଥିଲେ । କିନ୍ତୁ ଅଧିକାଂଶ ସମୟରେ ସେ ‘ଉଦ୍ଧାରର ପଥ ପ୍ରସ୍ତୁତ କରନ୍ତି’ ଅର୍ଥାତ୍‌ ସମସ୍ୟା ସମୟରେ ଆମକୁ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରନ୍ତି ।—୧କରି ୧୦:୧୩.

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୧୮:୧୦—ଯିହୋବା ଜଣେ କିରୂବ ଉପରେ ଆରୋହଣ କରନ୍ତି, ଲେଖକ ଏପରି କାହିଁକି ଲେଖିଲେ ? (ଇନସାଇଟ୍‌-୧ ପୃ ୪୩୨ ¶୨)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଗୀତ ୧୮:୨୦-୩୯ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. ହୃଦୟରୁ ଚିନ୍ତା କରନ୍ତୁ—ଯୀଶୁ କʼଣ କଲେ ?

(୭ ମି.) ଭିଡିଓ ଦେଖାନ୍ତୁ, ତାʼପରେ ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୧-୨ ଉପରେ ଆଲୋଚନା କରନ୍ତୁ ।

୫. ହୃଦୟରୁ ଚିନ୍ତା କରନ୍ତୁ—ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

(୮ ମି.) ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩-୫ ଏବଂ “ଏହା ବି ଦେଖନ୍ତୁ” ଭାଗ ଉପରେ ଆଧାରିତ ଆଲୋଚନା ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୬୦

୬. ମଣ୍ଡଳୀର ଆବଶ୍ୟକତା

(୫ ମି.)

୭. ସଂଗଠନକୁ ମିଳିଥିବା ସଫଳତା

(୧୦ ମି.) ମାର୍ଚ୍ଚ ମାସର ଭିଡିଓ ଦେଖାନ୍ତୁ ।

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ପ୍ର୨୧.୧୦-ହି ଅଧ୍ୟୟନ ଲେଖା ୪୩ ¶୧-୯

ଶେଷ ଟିପ୍ପଣୀ (୩ ମି.) | ଗୀତ ୬୯ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ