ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜୁଲାଇ ପୃଷ୍ଠା ୧୬
  • ଈଶ୍ୱରଙ୍କ ରାଜ୍ୟର ଘୋଷଣା କରିବା ପାଇଁ ସେପ୍ଟେମ୍ବର ମାସରେ ବିଶେଷ ଅଭିଯାନ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ରାଜ୍ୟର ଘୋଷଣା କରିବା ପାଇଁ ସେପ୍ଟେମ୍ବର ମାସରେ ବିଶେଷ ଅଭିଯାନ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ରାଜ୍ୟର ଘୋଷଣା କରିବା ପାଇଁ ନଭେମ୍ବରରେ ବିଶେଷ ଅଭିଯାନ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ସେପ୍ଟେମ୍ବର ମାସରେ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ବିଶେଷ ଅଭିଯାନ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଖୁସିର ଖବର ଶୁଣାନ୍ତୁ ନୂଆ ଦୁନିଆ ପାଖେଇ ଆସୁଛି !
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ରାଜ୍ୟ ସମାଚାରର ଉତ୍ସାହକୁ ଅନୁସରଣ କରନ୍ତୁ
    ଆମ ରାଜ୍ୟ ସେବା—୧୯୯୭
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜୁଲାଇ ପୃଷ୍ଠା ୧୬
ଯୀଶୁ ସ୍ୱର୍ଗରେ ନିଜ ରାଜଗାଦିରେ ବସିଛନ୍ତି ଓ ପୃଥିବୀରେ ଶାସନ କରୁଛନ୍ତି, ଯାହା ପାରଦୀଶ ହୋଇଯାଇଛି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଈଶ୍ୱରଙ୍କ ରାଜ୍ୟର ଘୋଷଣା କରିବା ପାଇଁ ସେପ୍ଟେମ୍ବର ମାସରେ ବିଶେଷ ଅଭିଯାନ

ସେପ୍ଟେମ୍ବର ମାସରେ ଆମେ ଲୋକମାନଙ୍କୁ ଏହା କହିବା ପାଇଁ ବହୁତ ପରିଶ୍ରମ କରିବା ଯେ ଈଶ୍ୱରଙ୍କ ରାଜ୍ୟ ହିଁ ମଣିଷମାନଙ୍କ ସବୁ ଦୁଃଖକଷ୍ଟ ଦୂର କରିପାରିବ । (ମାଥି ୨୪:୧୪) ଏହି ଅଭିଯାନରେ ଭାଗ ନେବା ପାଇଁ ଆପଣ କʼଣ କରିପାରିବେ ? ଅଧିକରୁ ଅଧିକ ଲୋକମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ କୌଣସି ପଦ ପଢ଼ି ଶୁଣାନ୍ତୁ । ଯଦି କେହି ଏବିଷୟରେ ଆହୁରି ଅଧିକ ଜାଣିବା ପାଇଁ ଚାହେଁ ତେବେ ତାଙ୍କୁ ସର୍ବସାଧାରଣଙ୍କ ପାଇଁ ପ୍ରହରୀଦୁର୍ଗର ସଂଖ୍ୟା ୨, ୨୦୨୦ ଦିଅନ୍ତୁ । ତାʼପରେ ଯେତେ ଶୀଘ୍ର ହୋଇପାରେ ତାଙ୍କ ସହିତ ପୁଣି ଭେଟନ୍ତୁ ଓ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକାରୁ ବାଇବଲ ଅଧ୍ୟୟନ କରିବା ପାଇଁ ଚେଷ୍ଟା କରନ୍ତୁ । ପ୍ରଚାରକମାନେ ହୁଏତ ସେପ୍ଟେମ୍ବର ମାସରେ ୧୫ କିମ୍ବା ୩୦ ଘଣ୍ଟାର ସହଯୋଗୀ ଅଗ୍ରଦୂତ ସେବା କରିପାରିବେ ।

“ପ୍ରହରୀଦୁର୍ଗ” ସଂଖ୍ୟା ୨, ୨୦୨୦, ଯାହାର ବିଷୟ ହେଉଛି “ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ?”

ଖୁବ୍‌ ଶୀଘ୍ର ଈଶ୍ୱରଙ୍କ ରାଜ୍ୟ ସେହି ସମସ୍ତ ସରକାରକୁ ବିନାଶ କରିଦେବ, ଯେଉଁମାନେ ତାଙ୍କର ବିରୋଧ କରନ୍ତି । (ଦାନି ୨:୪୪; ୧କରି ୧୫:୨୪, ୨୫) ତେବେ ଆସନ୍ତୁ ଆମେ ଏହି ବିଶେଷ ଅଭିଯାନରେ ଉତ୍ସାହର ସହ ଭାଗ ନେବା ଓ ଏହା ଦେଖାଇବା ଯେ ଆମେ ଯିହୋବା ଓ ତାଙ୍କ ରାଜ୍ୟକୁ ସମ୍ପୂର୍ଣ୍ଣ ସହଯୋଗ କରୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ