ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜୁଲାଇ ପୃଷ୍ଠା ୪
  • ୧୦-୧୬ ଜୁଲାଇ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୦-୧୬ ଜୁଲାଇ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜୁଲାଇ ପୃଷ୍ଠା ୪

୧୦-୧୬ ଜୁଲାଇ

ଏଜ୍ରା ୭-୮

  • ଗୀତ ୮୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଏଜ୍ରା ନିଜ ଜୀବନ ଶୈଳୀ ଦ୍ୱାରା ଯିହୋବାଙ୍କ ମହିମା କଲେ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଏଜ୍ରା ୮:୧—ବାବିଲରେ ରହୁଥିବା ଅନେକ ଯିହୁଦୀ ଏଜ୍ରାଙ୍କ ସହ ଯିରୂଶାଲମକୁ ଫେରିବା ପାଇଁ କାହିଁକି ଚାହୁଁ ନ ଥିଲେ ? (ପ୍ର୦୬ ୧/୧୫-ହି ପୃ ୧୯-୨୦ ¶୯)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଏଜ୍ରା ୮:୨୧-୩୬ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପୁନଃସାକ୍ଷାତ: ଦୁଃଖକଷ୍ଟ—୧ଯୋହ ୫:୧୯ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍‌ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।

  • ପୁନଃସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?”ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ବାଇବଲ କାହିଁକି ଅଧ୍ୟୟନ କରିବା ? ଭିଡିଓ ବିଷୟରେ କହନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ ) ଓ ତାʼ ଉପରେ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୪)

  • ପୁନଃସାକ୍ଷାତ: (୫ ମି.) “କଥାବାର୍ତ୍ତା କିପରି କରିବା ?”ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ସେହି ବ୍ୟକ୍ତିକୁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ଦିଅନ୍ତୁ ଓ ଦେଖାନ୍ତୁ ଯେ ଆମେ ବାଇବଲ ଅଧ୍ୟୟନ କିପରି କରୁ । (ଶିଖାଇବା ଅଧ୍ୟୟନ ୧୧)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୫୯

  • ମଣ୍ଡଳୀର ଆବଶ୍ୟକତା: (୧୫ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୫୦ ପଏଣ୍ଟ ନଂ. ୧-୫ ଏବଂ “କʼଣ ଆପଣ ଜାଣନ୍ତି ?” ବକ୍ସରେ ଦିଆଯାଇଥିବା ନିଜ ପିଲାଙ୍କୁ ସୁରକ୍ଷା ଦିଅନ୍ତୁ ଭିଡିଓ

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୧୩୪ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ