ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୧୦
  • ୧୦-୧୬ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୦-୧୬ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୧୦

୧୦-୧୬ ଏପ୍ରିଲ୍‌

୨ ବଂଶାବଳୀ ୮-୯

  • ଗୀତ ୮୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ସେ ବୁଦ୍ଧିକୁ ବହୁତ ବହୁମୂଲ୍ୟ ମନେ କରୁଥିଲେ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ୨ବଂଶା ୯:୧୯—ଶଲୋମନଙ୍କ ସିଂହାସନ ଯାଏ ଯାଉଥିବା ପାବଚ୍ଛ ବା ସିଢ଼ିଗୁଡ଼ିକରେ ଯେଉଁ ୧୨ଟି ସିଂହମୂର୍ତ୍ତି ତିଆରି କରାଯାଇଥିଲା, ସେଗୁଡ଼ିକ ହୁଏତ କେଉଁ କଥାକୁ ଦର୍ଶାଉଥିଲା ? (ଇନସାଇଟ୍‌-୨ ୧୦୯୭)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ୨ବଂଶା ୮:୧-୧୬ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପ୍ରଥମ ସାକ୍ଷାତ: ଅନ୍ୟମାନଙ୍କର ସାହାଯ୍ୟ କରିବା—ଯୋହ ୧୫:୧୩ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍‌ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।

  • ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୨)

  • ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୦୯ ପଏଣ୍ଟ ନଂ. ୬ (ଶିଖାଇବା ଅଧ୍ୟୟନ ୧୯)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୯୮

  • “ପ୍ରତିଦିନ ବାଇବଲ ପଢ଼ନ୍ତୁ ଓ ବୁଦ୍ଧି ପାଇଁ ଅନୁସନ୍ଧାନ କରନ୍ତୁ”: (୧୫ ମି.) ଆଲୋଚନା ଓ ଭିଡିଓ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୪୨ ଏବଂ ଅଧିକ ବିବରଣୀ ୪

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୧୩୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ