ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ନଭେମ୍ବର ପୃଷ୍ଠା ୧୨
  • ୧୯-୨୫ ଡିସେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୯-୨୫ ଡିସେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ନଭେମ୍ବର ପୃଷ୍ଠା ୧୨

୧୯-୨୫ ଡିସେମ୍ବର

୨ ରାଜାବଳୀ ୧୮-୧୯

  • ଗୀତ ୧୪୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଆମ ସାହସ ଭାଙ୍ଗିବା ପାଇଁ ବିରୋଧୀମାନଙ୍କ ଷଡ଼ଯନ୍ତ୍ର”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ୨ରାଜା ୧୯:୩୭—ବାଇବଲ ଉପରେ ଭରସା କରିବା ପାଇଁ ଆମେ କେବଳ ଇତିହାସ ବିଷୟରେ ଅନୁସନ୍ଧାନ କରୁଥିବା ଲୋକମାନଙ୍କର ତଥ୍ୟ ଉପରେ ନିର୍ଭର ରହିବା ଉଚିତ୍‌ ନୁହେଁ । ଏହି ପଦ କିପରି ଏହାର ଗୋଟିଏ ଉଦାହରଣ ଅଟେ ? (ଇନସାଇଟ୍‌-୧ ପୃ ୧୫୫ ¶୪)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ୨ରାଜା ୧୮:୧-୧୨ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧)

  • ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । ଏପରି ଦେଖାନ୍ତୁ ଯେପରି ଆପଣ ସେହି ବ୍ୟକ୍ତିଙ୍କ ସହ ଅନେକ ଥର କଥା ହୋଇସାରିଛନ୍ତି ଓ ସେ ଆହୁରି ଜାଣିବାକୁ ଚାହାନ୍ତି । ତାଙ୍କୁ କୁହନ୍ତୁ ଯେ ଆମେ ଲୋକମାନଙ୍କୁ ବାଇବଲ ଅଧ୍ୟୟନ ମଧ୍ୟ କରାଉ ଓ ତାʼ ପାଇଁ କିଛି ପଇସା ନିଆଯାଏ ନାହିଁ । ତାʼପରେ ତାଙ୍କୁ ବାଇବଲରୁ ଶିଖନ୍ତୁ ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୨)

  • ଭାଷଣ: (୫ ମି.) ପ୍ର୨୦.୧୧-ହି ପୃ ୧୫ ¶୧୪—ବିଷୟବସ୍ତୁ: ଅତ୍ୟାଚାର ସହୁଥିବା ଭାଇଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ । (ଶିଖାଇବା ଅଧ୍ୟୟନ ୧୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୨୮

  • “ଅତ୍ୟାଚାର ସହୁଥିବା ବେଳେ ବି ଖୁସି ରହନ୍ତୁ”: (୮ ମି.) ଆଲୋଚନା; ଆମେ ଖୁସିରେ ରହିପାରିବା . . . ତାଡ଼ନା ସତ୍ତ୍ୱେ ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ଆବଶ୍ୟକତା: (୭ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୩୨ ପଏଣ୍ଟ ନଂ. ୧-୪ ଏବଂ “ସ୍ୱପ୍ନରେ ଥିବା ଗଛ କିପରି ଈଶ୍ୱରଙ୍କ ରାଜ୍ୟ ସହ ଜଡ଼ିତ ?” ଚାର୍ଟ

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୨୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ