ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ନଭେମ୍ବର ପୃଷ୍ଠା ୬
  • ୨୮ ନଭେମ୍ବର–୪ ଡିସେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୮ ନଭେମ୍ବର–୪ ଡିସେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ନଭେମ୍ବର ପୃଷ୍ଠା ୬

୨୮ ନଭେମ୍ବର–୪ ଡିସେମ୍ବର

୨ ରାଜାବଳୀ ୧୧-୧୨

  • ଗୀତ ୫୯ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ବଡ଼ ହେବାର ଇଚ୍ଛା ଯୋଗୁଁ ଜଣେ ଦୁଷ୍ଟ ମହିଳାକୁ ଦଣ୍ଡ ମିଳିଲା”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ୨ରାଜା ୧୨:୧— ଯିହୋବା ଯୋୟାଶ୍‌ର ଜୀବନ ବଞ୍ଚାଇଲେ, ଏହା କାହିଁକି ଏକ ବଡ଼ କଥା ଥିଲା ? (ଇନସାଇଟ୍‌-୧ ପୃ ୧୨୬୫-୧୨୬୬)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ୨ରାଜା ୧୧:୧-୧୨ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୪)

  • ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । ଏପରି ଦେଖାନ୍ତୁ ଯେପରି ଆପଣ ସେହି ବ୍ୟକ୍ତିଙ୍କ ସହ ଅନେକ ଥର କଥା ହୋଇସାରିଛନ୍ତି ଓ ସେ ଆହୁରି ଜାଣିବାକୁ ଚାହାନ୍ତି । ତାଙ୍କୁ କୁହନ୍ତୁ ଯେ ଆମେ ଲୋକମାନଙ୍କୁ ବାଇବଲ ଅଧ୍ୟୟନ ମଧ୍ୟ କରାଉ ଓ ତାʼ ପାଇଁ କିଛି ପଇସା ନିଆଯାଏ ନାହିଁ । ତାʼ ପରେ ତାଙ୍କୁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ଦିଅନ୍ତୁ ଓ ବାଇବଲ ଅଧ୍ୟୟନ କିପରି ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) । (ଶିଖାଇବା ଅଧ୍ୟୟନ ୩)

  • ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ୦୮ ଭାବନ୍ତୁ ଓ ଶିଖନ୍ତୁ ଏବଂ ପଏଣ୍ଟ ନଂ. ୪ (ଶିଖାଇବା ଅଧ୍ୟୟନ ୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୮୪

  • ଖ୍ରୀଷ୍ଟିୟାନମାନେ କାହିଁକି ଆଗକୁ ବଢ଼ିବା ଉଚିତ୍‌ ?: (୧୫ ମି.) ଆଲୋଚନା; ଆଗକୁ କାହିଁକି ବଢ଼ିବା ? (୧ତୀମ ୩:୧) ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୨୯

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୭୭ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ