ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ନଭେମ୍ବର ପୃଷ୍ଠା ୧୬
  • ଏଡ଼ାଇବାର ଅଭ୍ୟାସକୁ କିପରି ଦୂର କରିପାରିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଏଡ଼ାଇବାର ଅଭ୍ୟାସକୁ କିପରି ଦୂର କରିପାରିବା ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ତାଙ୍କଠାରେ ସାହସ, ଉତ୍ସାହ ଓ ଦୃଢ଼ ସଂକଳ୍ପ ଥିଲା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ମୋ ଆଧ୍ୟାତ୍ମିକ ଆବଶ୍ୟକତା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଈଶ୍ୱରଙ୍କ ଉପାସନା ନା ଧନ ସମ୍ପତ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ନଭେମ୍ବର ପୃଷ୍ଠା ୧୬
ଚିତଗୁକ: ୧. ଯେଙ୍କ ମୁଣ୍ଡରେ ତେଲ ଳାଯାଇ ଅଭିଷେକ କରାଯାଉଛି । ୨. ଯେ ଯୁଦ୍ଧର ସବୁ ହତିଆର ଧରି ନିଜ ରଥକୁ ଜୋର୍‌ରେ ଦୌଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଏଡ଼ାଇବାର ଅଭ୍ୟାସକୁ କିପରି ଦୂର କରିପାରିବା ?

ଏଡ଼ାଇବାର ଅଭ୍ୟାସ ଥିବା ବ୍ୟକ୍ତି ସମୟ ଥିଲେ ମଧ୍ୟ କାମକୁ ପୂରା କରିବା ପାଇଁ ଡେରି କରେ । ଏପରିକି ସେ ଜରୁରୀ କାମକୁ ମଧ୍ୟ ଶୀଘ୍ର କରେ ନାହିଁ । କିନ୍ତୁ ଯେହୂ ଏପରି ନ ଥିଲେ । ଯେବେ ଯିହୋବା ତାଙ୍କୁ ଆହାବର ବଂଶକୁ ବିନାଶ କରିବାର ଦାୟିତ୍ୱ ଦେଲେ, ତେବେ ସେ ତୁରନ୍ତ ପଦକ୍ଷେପ ନେଲେ । (୨ରାଜା ୯:୬, ୭, ୧୬) ଆଜି ମଧ୍ୟ କିଛି ଲୋକ କହିପାରନ୍ତି, “ଏତେ ତରବର କାହିଁକି ? ବର୍ଷେ ଦୁଇ ବର୍ଷ ପରେ ବାପ୍ତିସ୍ମ ନେଇଯିବି ।” “ଏବେ ତ ନୁହେଁ, କିନ୍ତୁ ମୁଁ ବହୁତ ଶୀଘ୍ର ପ୍ରତିଦିନ ବାଇବଲ ପଢ଼ିବା ଆରମ୍ଭ କରିଦେବି ।” “ଖାଲି ଥରେ ଭଲ ଚାକିରି ମିଳିଯାଉ, ତାʼପରେ ଅଗ୍ରଦୂତ ସେବା ଆରମ୍ଭ କରିଦେବି ।” ଏପରି ଏଡ଼ାଇବାର ଅଭ୍ୟାସକୁ ଦୂର କରିବା ପାଇଁ ବାଇବଲର କିଛି ସିଦ୍ଧାନ୍ତଗୁଡ଼ିକରୁ ଆମକୁ ସାହାଯ୍ୟ ମିଳିପାରେ ।

ଆଗକୁ ଦିଆଯାଇଥିବା ପଦଗୁଡ଼ିକ ସାହାଯ୍ୟରେ ଆମେ ଏଡ଼ାଇବାର ଅଭ୍ୟାସକୁ କିପରି ଦୂର କରିପାରିବା?

  • ଉପ ୫:୪

  • ଉପ ୧୧:୪

  • ୧କରି ୭:୨୯-୩୧

  • ଯାକୁ ୪:୧୩, ୧୪

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ