ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ସେପ୍ଟେମ୍ବର ପୃଷ୍ଠା ୧୫
  • ଖୁସିର ଖବର ଶୁଣାନ୍ତୁ ନୂଆ ଦୁନିଆ ପାଖେଇ ଆସୁଛି !

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଖୁସିର ଖବର ଶୁଣାନ୍ତୁ ନୂଆ ଦୁନିଆ ପାଖେଇ ଆସୁଛି !
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ରାଜ୍ୟର ଘୋଷଣା କରିବା ପାଇଁ ନଭେମ୍ବରରେ ବିଶେଷ ଅଭିଯାନ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଈଶ୍ୱରଙ୍କ ରାଜ୍ୟର ଘୋଷଣା କରିବା ପାଇଁ ସେପ୍ଟେମ୍ବର ମାସରେ ବିଶେଷ ଅଭିଯାନ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ ର ବିତରଣ କରନ୍ତୁ
    ଆମ ରାଜ୍ୟ ସେବା—୧୯୯୭
  • ସେପ୍ଟେମ୍ବର ମାସରେ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ବିଶେଷ ଅଭିଯାନ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ସେପ୍ଟେମ୍ବର ପୃଷ୍ଠା ୧୫
ନୂଆ ଦୁନିଆରେ ପତି ପନୀ ନିଜ ସାଙ୍ଗମାନଙ୍କୁ ଦେଖି ବତ ଖୁସି ଅଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଖୁସିର ଖବର ଶୁଣାନ୍ତୁ ନୂଆ ଦୁନିଆ ପାଖେଇ ଆସୁଛି !

ନଭେମ୍ବର ମାସରେ ଆମେ ଏହି ଖୁସିର ଖବର ପ୍ରଚାର କରିବା ପାଇଁ ପୂରା ଚେଷ୍ଟା କରିବା ଯେ ନୂଆ ଦୁନିଆ ପାଖେଇ ଆସୁଛି । (ଗୀତ ୩୭:୧୦, ୧୧; ପ୍ରକା ୨୧:୩-୫) ଏହି ଅଭିଯାନରେ ଅଧିକରୁ ଅଧିକ ଭାବେ ଭାଗ ନେବା ପାଇଁ ନିଜ କାମଧନ୍ଦାରୁ କିଛି ପରିବର୍ତ୍ତନ କରନ୍ତୁ । ଯଦି ଆପଣ ନଭେମ୍ବର ମାସରେ ସହଯୋଗୀ ପାଇନିୟର ସେବା କରିବେ, ତେବେ ଆପଣ ଚାହିଁଲେ ୩୦ କିମ୍ବା ୫୦ ଘଣ୍ଟା ପ୍ରଚାର କରିପାରିବେ ।

ନୂଆ ଦୁନିଆ ବିଷୟରେ କିଛି ପଦଗୁଡ଼ିକୁ ଭାବିକି ରଖନ୍ତୁ, ଯାହାଫଳରେ ଆପଣ ଅଧିକରୁ ଅଧିକ ଲୋକମାନଙ୍କୁ କହିପାରିବେ । ଭାବନ୍ତୁ ଯେ ଆପଣଙ୍କ ଅଞ୍ଚଳର ଲୋକମାନଙ୍କୁ କେଉଁ ପଦ ଭଲ ଲାଗିବ । ଯଦି କେହି ପ୍ରଥମ ସାକ୍ଷାତରେ ଆଗ୍ରହ ଦେଖାନ୍ତି, ତେବେ ତାଙ୍କୁ ୨୦୨୧ ମସିହାର ଲୋକମାନଙ୍କ ପାଇଁ ପ୍ରହରୀ ଦୁର୍ଗ ସଂସ୍କରଣର ଅଙ୍କ ୨ ଦିଅନ୍ତୁ । ତାʼପରେ ଯେତେ ଶିଘ୍ର ହୋଇପାରିବ ତାଙ୍କ ସହିତ ପୁନଃସାକ୍ଷାତ କରନ୍ତୁ ଓ ଖୁସିଭରା ଜୀବନ ପୁସ୍ତିକା ରୁ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ଚେଷ୍ଟା କରନ୍ତୁ । ଯଦି ଆମେ “ମଙ୍ଗଳର ସୁସମାଚାର” ପ୍ରଚାର କରିବାରେ ସମ୍ପୁର୍ଣ୍ଣ ଲାଗି ରହିବା, ତେବେ ଆମକୁ ବହୁତ ଖୁସି ମିଳିବ ।—ଯିଶା ୫୨:୭.

ଖୁସିର ଖବର ପ୍ରଚାର କରିବାର ଗୋଟିଏ ଉପାୟ ଜାଣିବା ପାଇଁ ପୁନଃସାକ୍ଷାତ: ଖୁସିର ଖବର—ଗୀତ ୩୭:୧୦, ୧୧ ନାମକ ଭିଡିଓ ଦେଖନ୍ତୁ

ନୂଆ ଦୁନିଆ ହେବ ନାମକ ଭିଡିଓର ପ୍ରସାରଣ ଗୀତ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ସେହି ଛୋଟ ଝିଅ କେଉଁ ଭଲ ଜୀବନ ବିଷୟରେ କଳ୍ପନା କରୁଛି ?

  • ନୂଆ ଦୁନିଆରେ ବିଶେଷ କରି କେଉଁ କେଉଁ ଆଶିଷ ପାଇଁ ଆପଣ ଅପେକ୍ଷା କରୁଛନ୍ତି ?

  • ନୂଆ ଦୁନିଆ ବିଷୟରେ ଚିନ୍ତନ କରିବା ଦ୍ୱାରା ଆପଣ କାହିଁକି ନଭେମ୍ବର ମାସ ଅଭିଯାନରେ ଅଧିକରୁ ଅଧିକ ଭାଗ ନେବାକୁ ଚାହିଁବେ ?—ଲୂକ ୬:୪୫.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ