୨୮ ଡିସେମ୍ବର ୨୦୨୦–୩ ଜାନୁୟାରୀ ୨୦୨୧
ଲେବୀ ପୁସ୍ତକ ୧୬-୧୭
ଗୀତ ୪୧ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ପ୍ରାୟଶ୍ଚିତ୍ତ ଦିନରୁ ଆମେ କʼଣ ଶିଖୁ ?”: (୧୦ ମି.)
ଲେବୀ ୧୬:୧୨—ଯେତେବେଳେ ମହାଯାଜକ ମହା ପବିତ୍ର ସ୍ଥାନରେ ଯାଉଥିଲେ, ସତେ ଯେପରି ସେ ଯିହୋବାଙ୍କ ସାମନାରେ ଉପସ୍ଥିତ ହେଉଥିଲେ (ପ୍ର୧୯.୧୧-ହି ପୃ ୨୧ ¶୪)
ଲେବୀ ୧୬:୧୩—ମହାଯାଜକ ଯିହୋବାଙ୍କ ସାମନାରେ ସୁଗନ୍ଧି ଧୂପ ଜଳାଉଥିଲେ (ପ୍ର୧୯.୧୧-ହି ପୃ ୨୧ ¶୫)
ଲେବୀ ୧୬:୧୪, ୧୫—ମହାଯାଜକ ଏହାପରେ ଯାଜକମାନଙ୍କ ଓ ଲୋକମାନଙ୍କ ପାପର ପ୍ରାୟଶ୍ଚିତ୍ତ ପାଇଁ ବଳିଦାନ ଚଢ଼ାଉଥିଲେ (ପ୍ର୧୯.୧୧-ହି ପୃ ୨୧ ¶୬)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଲେବୀ ୧୬:୧୦—ତ୍ୟାଗ ପାଇଁ ନିଆ ଯାଉଥିବା ଛେଳି କିପରି ଭାବେ ଯୀଶୁଙ୍କ ବଳିଦାନକୁ ଦର୍ଶାଉଥିଲା ? (ପ୍ର୦୯-ହି ୮/୧୫ ପୃ ୬ ¶୧୭)
ଲେବୀ ୧୭:୧୦, ୧୧—ଆମେ ଶରୀରରେ କାହିଁକି ରକ୍ତ ଚଢ଼ାଇ ନ ଥାଉ ? (ପ୍ର୧୪-ହି ୧୧/୧୫ ପୃ ୧୦ ¶୧୦)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଲେବୀ ୧୬:୧-୧୭ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୩)
ପୁନଃସାକ୍ଷାତ: (୪ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୪)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା କମ୍) ଖୁସିର ଖବର ପାଠ ୧ ¶୧-୨ (ଶିଖାଇବା ଅଧ୍ୟୟନ ୧୪)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“କʼଣ ଆପଣ ‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ’ ଯିବାକୁ ଚାହାନ୍ତି ?”: (୧୫ ମି.) ଆଲୋଚନା; ପୂର୍ଣ୍ଣ ସମୟର ମିଶନାରୀ ପ୍ରଚାରକ—ଶସ୍ୟକ୍ଷେତ୍ର ପାଇଁ କଟାଳି ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍) ପ୍ରେମରେ ସ୍ଥିର ଅଧ୍ୟା ୧୩ ¶୨୩-୨୬, ପୃ ୧୮୪-୧୮୬
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୩୯ ଏବଂ ପ୍ରାର୍ଥନା